ଖୁବଶୀଘ୍ର ଆସୁଛି ସଲମାନ-ଜ୍ୟାକଲିନଙ୍କ ନୂଆ ଗୀତ, ଟିଜର ଦେଖନ୍ତୁ...

ମୁମ୍ବାଇ: ଖୁବଶୀଘ୍ର ବଲିଉଡ୍ ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ଏକ ନୂଆ ମ୍ୟୁଜିକ୍ ଆଲବମ୍ ଦେଖିବାକୁ ମିଳିବ। ଏହାର ଟିଜର୍ ବର୍ତ୍ତମାନ ରିଲିଜ୍ ହୋଇଯାଇଛି। ଆଉ ସବୁଠୁ ବିଶେଷ କଥା ହେଉଛି ଏହି ଗୀତକୁ ସଲମାନ୍ ନିଜେ ଗାଇଛନ୍ତି। ପୂର୍ବରୁ ମଧ୍ୟ ସେ ତାଙ୍କର କିଛି ଫିଲ୍ମରେ ଗୀତ ଗାଇଛନ୍ତି। ତେବେ ପୁଣି ଥରେ ସେ ନିଜ ପ୍ରଶଂସକଙ୍କ ପାଇଁ ଏକ ନୂଆ ଗୀତ ନେଇଆସିଛନ୍ତି। ଗୀତଟିର ନାଁ ହେଉଛି ‘ତେରେ ବିନା’। https://www.instagram.com/p/B__2NjclF85/?utm_source=ig_web_copy_link ମ୍ୟୁଜିକ୍ ଭିଡିଓର […]

salman

salman

Chinmayee Roy
  • Published: Monday, 11 May 2020
  • Updated: 11 May 2020, 05:54 PM IST

ମୁମ୍ବାଇ: ଖୁବଶୀଘ୍ର ବଲିଉଡ୍ ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ଏକ ନୂଆ ମ୍ୟୁଜିକ୍ ଆଲବମ୍ ଦେଖିବାକୁ ମିଳିବ। ଏହାର ଟିଜର୍ ବର୍ତ୍ତମାନ ରିଲିଜ୍ ହୋଇଯାଇଛି। ଆଉ ସବୁଠୁ ବିଶେଷ କଥା ହେଉଛି ଏହି ଗୀତକୁ ସଲମାନ୍ ନିଜେ ଗାଇଛନ୍ତି। ପୂର୍ବରୁ ମଧ୍ୟ ସେ ତାଙ୍କର କିଛି ଫିଲ୍ମରେ ଗୀତ ଗାଇଛନ୍ତି। ତେବେ ପୁଣି ଥରେ ସେ ନିଜ ପ୍ରଶଂସକଙ୍କ ପାଇଁ ଏକ ନୂଆ ଗୀତ ନେଇଆସିଛନ୍ତି। ଗୀତଟିର ନାଁ ହେଉଛି ‘ତେରେ ବିନା’।

https://www.instagram.com/p/B__2NjclF85/?utm_source=ig_web_copy_link

ମ୍ୟୁଜିକ୍ ଭିଡିଓର ଟିଜରରେ ସଲମାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ନଜର ଆସିଛନ୍ତି। ଏଥିରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ସଲମାନ ଖାନଙ୍କ ସ୍ୱର ମଧ୍ୟ ବହୁତ ଭଲ ଶୁଣାଯାଉଛି। ଟିଜର ଦେଖିବା ପରେ ପୁରା ଗୀତ ଶୁଣିବାକୁ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ଗୀତଟିକୁ ନିଜେ ସଲମାନ୍ ଗାଇବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଗୀତଟିକୁ ଶବବୀର ଅହମ୍ମଦ ଲେଖିଛନ୍ତି ଏବଂ ଏହାର ସଙ୍ଗୀତ ଅଜୟ ଭାଟିଆ ଦେଇଛନ୍ତି। ମ୍ୟୁଜିକ ଭିଡିଓଟି ମେ 12ରେ ୟୁଟ୍ୟୁବରେ ଲଞ୍ଚ୍ ହେବ।

https://youtu.be/5fEYN7gdJtI

ସବୁଠୁ ବିଶେଷ କଥା ହେଉଛି, ଗୀତଟି ସମ୍ପୂର୍ଣ୍ଣ ଭାବେ ସଲମାନଙ୍କ ପନବେଲସ୍ଥିତ ଫାର୍ମ ହାଉସରେ ଶୁଟିଂ ହୋଇଛି। ବର୍ତ୍ତମାନ ଦେଶରେ ଲକଡାଉନ ଚାଲିଥିବାରୁ ସଲମାନ୍ ନିଜ ପରିବାରର କିଛି ସଦସ୍ୟଙ୍କ ସହ ଫାର୍ମହାଉସରେ ଅଛନ୍ତି। ଏଠାରେ ତାଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍, ୟୁଲିଆ ଭାଣ୍ଟୁର ମଧ୍ୟ ରହୁଛନ୍ତି। ସଲମାନ ବାରମ୍ବାର କରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ଏହା ବ୍ୟତୀତ, ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କୁ ବାରମ୍ବାର ସଚେତନ ମଧ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story