Advertisment

ଦର୍ଶକଙ୍କୁ ଘାଇଲା କଲା 'ଟାଇଗର-୩'

ପୁଣି ଥରେ ଅନସ୍କ୍ରିନ୍‌ରେ ନଜର ଆସିଛନ୍ତି ହଟେଷ୍ଟ୍ ଯୋଡ଼ି ସଲମାନ୍ ଓ କ୍ୟାଣ୍ଟ୍ରିନା ।

ଅଦ୍ୟତନ ହୋଇଛି
Advertisment

ସଲମାନ ଖାନଙ୍କ 'ଟାଇଗର ୩' ଆଜି ରିଲିଜ ହୋଇଛି । ଏହି ଫିଲ୍ମ ଦେଖିବାକୁ ହଲରେ ଖଚାଖଚ୍ ଭିଡ଼ । ସଲମାନ୍ ଖାନଙ୍କ ସ୍ପାଏ ସରିଜ୍‌ର ତୃତୀୟ ପାର୍ଟ ହେଉଛି ଏହି 'ଟାଇଗର ୩' । ପୁଣି ଥରେ ଅନସ୍କ୍ରିନ୍‌ରେ ନଜର ଆସିଛନ୍ତି ହଟେଷ୍ଟ୍ ଯୋଡ଼ି ସଲମାନ୍ ଓ କ୍ୟାଣ୍ଟ୍ରିନା । ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ସହ ରେକର୍ଡ ସଂଖ୍ୟକ ୨୦ କୋଟି ମାର୍କ ପାର୍ କରିଛି । RAW ଏଜେଣ୍ଟ ଭାବେ ସିନେମାରେ ନଜର ଆସିଥିବା ସଲମାନ୍ ଏଥର ଫ୍ୟାମିଲ୍ ମ୍ୟାନ୍ ବନି ଯାଇଛନ୍ତି ଆଉ କ୍ୟାଣ୍ଟ୍ରିନା ସଲମାନଙ୍କ ପାର୍ଟନର୍, ଏକ୍ସ-ISI ଏଜେଣ୍ଟ । ଏମାନଙ୍କ ସହ ସବୁଠୁ ବଡ଼ ହିଟ୍ ଫ୍ୟାକ୍ଟର ହେଉଛନ୍ତି ଇମ୍ରାନ୍ ହାସମୀ ।

Advertisment
Bollywood Salman Khan Katrina Kaif Tiger 3
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe