ସୁଧୁରିଲା କପିଲ୍‌ ଓ ସୁନୀଲଙ୍କ ସମ୍ପର୍କ !

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ କପିଲ୍‌ ଶର୍ମା ଓ ତାଙ୍କର ପୁରୁଣା ଅନ୍‌ସ୍କ୍ରିନ୍‌ ସାଥୀ ସୁନୀଲ୍‌ ଗ୍ରୋଭର ଓରଫ୍‌ ଗୁତ୍ଥିଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଲାଗୁଛି, ଏବେ ଦୁହିଁଙ୍କ ଭିତରେ ସବୁ କିଛି ଠିକ୍‌ ହୋଇଯାଇଛି। https://www.instagram.com/p/B6WCn6CAJyq/?utm_source=ig_web_copy_link କପିଲ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୁନୀଲ୍ ଓ ସଲ୍‌ମାନ୍‌ଙ୍କ ସହ ଏକ ଫଟୋ ଶେଆର୍‌ କରିଛନ୍ତି। ଏହି ଫଟୋଟି ହେଉଛି ସଲ୍‌ମାନ୍‌ଙ୍କ ଭାଇ ସୋହେଲ୍‌ ଖାନ୍‌ଙ୍କ ବର୍ଥ ଡେ’ ପାର୍ଟିର। ଏହି ଫଟୋର କ୍ୟାପସନ୍‌ରେ କପିଲ୍‌ […]

kapil

kapil

Chinmayee Roy
  • Published: Monday, 23 December 2019
  • Updated: 23 December 2019, 01:30 PM IST

Sports

Latest News

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ କପିଲ୍‌ ଶର୍ମା ଓ ତାଙ୍କର ପୁରୁଣା ଅନ୍‌ସ୍କ୍ରିନ୍‌ ସାଥୀ ସୁନୀଲ୍‌ ଗ୍ରୋଭର ଓରଫ୍‌ ଗୁତ୍ଥିଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଲାଗୁଛି, ଏବେ ଦୁହିଁଙ୍କ ଭିତରେ ସବୁ କିଛି ଠିକ୍‌ ହୋଇଯାଇଛି।

https://www.instagram.com/p/B6WCn6CAJyq/?utm_source=ig_web_copy_link

କପିଲ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୁନୀଲ୍ ଓ ସଲ୍‌ମାନ୍‌ଙ୍କ ସହ ଏକ ଫଟୋ ଶେଆର୍‌ କରିଛନ୍ତି। ଏହି ଫଟୋଟି ହେଉଛି ସଲ୍‌ମାନ୍‌ଙ୍କ ଭାଇ ସୋହେଲ୍‌ ଖାନ୍‌ଙ୍କ ବର୍ଥ ଡେ’ ପାର୍ଟିର। ଏହି ଫଟୋର କ୍ୟାପସନ୍‌ରେ କପିଲ୍‌ ଲେଖିଛନ୍ତି, ‘ବ୍ରଦର୍ସ ନାଇଟ୍‌’। ତେବେ ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କପିଲ୍‌ ଓ ସୁନୀଲଙ୍କ ଭିତରେ ଆଉ ସେହି ତିକ୍ତତା ନାହିଁ।

sunil-kapil-sharmaଅବଶ୍ୟ ଏହା ପୂର୍ବରୁ ଅନେକ ଥର ଖବର ଆସିଥିଲା ଯେ ସଲ୍‌ମାନ୍‌ ଏ ଦୁହିଁଙ୍କ ମଧ୍ୟରେ ପୁଣି ଥରେ ବନ୍ଧୁତା କରାଇ ଦେଇଛନ୍ତି। ହେଲେ ଏହାର କୌଣସି ପ୍ରମାଣ ମିଳି ନଥିଲା। ତେଣୁ ଏ କଥାକୁ ଲୋକେ ବିଶ୍ୱାସ କରୁ ନଥିଲେ। କିନ୍ତୁ ଏବେ ଏହି ଫଟୋଟି ସବୁ ପ୍ରମାଣ କରି ଦେଇଛି ବୋଲି କୁହାଯାଉଛି। ଚର୍ଚ୍ଚା ହେଉଛି, ଖୁବ୍‌ଶୀଘ୍ର ପୁଣି ଦୁହିଁଙ୍କୁ ଏକାଠି କମେଡି କରିବାର ଦେଖିବାକୁ ମିଳିବ।

https://www.instagram.com/p/B6T9BXnhCNv/?utm_source=ig_web_copy_link

ସୂଚନାଯୋଗ୍ୟ, ସୋହେଲଙ୍କ ଜନ୍ମଦିନ ପାର୍ଟିରେ ଅନେକ ସେଲେବ୍ରିଟି ପହଞ୍ଚିଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି, ଯେଉଁଥିରେ ସଲ୍‌ମାନ୍‌ ଓ ମିକା ସିଂହ ଗୀତ ଗାଇ ସୋହେଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story