ପୁଣି ଥରେ କପିଲ୍‌ଙ୍କ ଶୋ’ରେ ହୋଇପାରେ ସିଦ୍ଧୁଙ୍କ କମ୍‌ବ୍ୟାକ୍‌

ମୁମ୍ବାଇ: ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ହମ୍‌ଲା ପରେ ଭାରତୀୟ କ୍ରିକେଟର୍‌ ତଥା ରାଜନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ ଶର୍ମା ଶୋ’ରୁ ବାଦ୍‌ ପଡ଼ିଥିଲେ। କିନ୍ତୁ ଏବେ ଖବର ଆସୁଛି ଯେ ଶୋ’ର ପ୍ରଡ୍ୟୁସର ଅଭିନେତା ସଲମାନ୍‌ ଖାନ୍‌ ସିଦ୍ଧୁଙ୍କୁ ପୁଣି ଥରେ ଶୋ’କୁ ନେବାପାଇଁ ଚାହୁଁଛନ୍ତି। ଏକ ଖବରକାଗଜର ସୂଚନା ଅନୁସାରେ, ସୋନି ଟିଭି ଏବଂ […]

sidhu000

sidhu000

Rosalin Rath
  • Published: Monday, 04 March 2019
  • Updated: 04 March 2019, 09:32 AM IST

Sports

Latest News

ମୁମ୍ବାଇ: ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ହମ୍‌ଲା ପରେ ଭାରତୀୟ କ୍ରିକେଟର୍‌ ତଥା ରାଜନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ ଶର୍ମା ଶୋ’ରୁ ବାଦ୍‌ ପଡ଼ିଥିଲେ।

କିନ୍ତୁ ଏବେ ଖବର ଆସୁଛି ଯେ ଶୋ’ର ପ୍ରଡ୍ୟୁସର ଅଭିନେତା ସଲମାନ୍‌ ଖାନ୍‌ ସିଦ୍ଧୁଙ୍କୁ ପୁଣି ଥରେ ଶୋ’କୁ ନେବାପାଇଁ ଚାହୁଁଛନ୍ତି। ଏକ ଖବରକାଗଜର ସୂଚନା ଅନୁସାରେ, ସୋନି ଟିଭି ଏବଂ ସଲମାନ ଏହି ମାମଲା ଥଣ୍ଡା ହେବାପାଇଁ ଅପେକ୍ଷା କରିଛନ୍ତି। ଏହା ପରେ ସେ ସିଦ୍ଧୁଙ୍କୁ ପୁଣିଥରେ ଶୋ’କୁ ଆଣିବେ।

ଶୋ’ରୁ ସିଦ୍ଧୁଙ୍କୁ ବାଦ ଦେବା ପରେ ଅଭିନେତ୍ରୀ ଅର୍ଚ୍ଚନା ପୁରନ୍‌ ସିଂଙ୍କୁ ଶୋ’କୁ ଅଣାଯାଇଥିଲା। ଏବେ ମଧ୍ୟ ଶୋ’ ଅର୍ଚ୍ଚନାଙ୍କ ସହ ସୁଟିଂ କରାଯାଉଛି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଅର୍ଚ୍ଚନାଙ୍କୁ ଶୋ’ରେ ନେବା କଥା ସୋନି ଟିଭିର ଅଫିସିଆଲ୍‌ ଟ୍ୱିଟର୍‌ ପେଜ୍‌ରୁ ଜଣାପଡ଼ିଥିଲା। କିନ୍ତୁ ଚ୍ୟାନେଲ୍‌ କେବେ ବି ଅଫିସିଆଲି ଭାବେ  ସିଦ୍ଧୁଙ୍କୁ ଶୋ’ରୁ ବାହାର କରିବା କଥା ସୂଚନା ଦେଇନଥିଲା।

ଏଥିପାଇଁ ମଧ୍ୟ କେତେକ ଟ୍ୱିଟର୍‌ ୟୁଜର୍‌ ମଧ୍ୟ ତାଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ସିଦ୍ଧୁଙ୍କୁ ସୋନି ‘ଟିଭି କପିଲ୍‌ ଶର୍ମା ଶୋ’ରୁ ବାହାର କରିଛି କି ନାହିଁ ତାହା ସାର୍ବଜନୀନ କରୁ। ଟ୍ୱିଟର୍‌ ୟୁଜର୍‌ମାନେ ଏହା ମଧ୍ୟ କହିଥିଲେ ଯେ, ଯଦି ଚ୍ୟାନେଲ୍‌ ଏହା ସ୍ପଷ୍ଟ କରିବ ନାହିଁ ତାହାଲେ ଆମେ ଚ୍ୟାନେଲ୍‌କୁ ଅନ୍‌ସବ୍‌ସ୍କ୍ରାଇବ୍‌ କରିଦେବୁ।

ରିପୋର୍ଟ ଅନୁସାରେ, ପୁଲ୍‌ୱାମାରେ ଆତଙ୍କବାଦୀ ହମଲା ପରେ ସିଦ୍ଧୁଙ୍କ ବିବାଦୀୟ ବୟାନକୁ ନେଇ ତାଙ୍କ ବିରୁଦ୍ଧରେ କ’ଣ ପଦକ୍ଷେପ ନେବ ବୋଲି ଚ୍ୟାନେଲ୍‌ ନିଶ୍ଚିତ ନଥିଲା। ଏଥିପାଇଁ ସଲମାନ୍‌ ଖାନ୍‌ ସିଦ୍ଧୁଙ୍କୁ ଶୋ’ରୁ ବାହାର କରିବା ପାଇଁ ପଦକ୍ଷେପ ନେଇଥିଲେ।

ଏହି ଶୋ’ ଏବେ ଭଲ ଚାଲିବା ସହ ଏହାର ଟିଆର୍‌ପି ମଧ୍ୟ ଭଲ ଥିବାରୁ ସଲ୍‌ମାନ୍‌ ଶୋ’କୁ ନେଇ କୌଣସି ରିସ୍କ୍‌ ନେବାକୁ ଚାହୁଁନଥିଲେ। ସୂଚନା ଅନୁସାରେ, ଅଭିନେତ୍ରୀ ଅର୍ଚ୍ଚନା ପୁରନ୍‌ ସିଂ ଶୋ’ର କିଛି ଏପିସୋଡ୍‌ ସୁଟିଂ କରିବା ପାଇଁ ସାଇନ୍‌ କରିଛନ୍ତି। ଏହା ପରେ ସିନ୍ଧୁ ପୁଣି ଶୋ’ରେ ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story