Advertisment

‘ହାପି ବାର୍ଥଡେ ଡାଡି’ କହିଲେ ଭାଇଜାନ, ଶେଆର କଲେ ପୁରୁଣା ଫଟୋ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କର ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  ଫଟୋରେ ତାଙ୍କୁ  ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ସହ ଫିସିଂର ମଜା ନେବାର ଦେଖାଯାଉଛି। ବାପାଙ୍କ ୮୪ତମ ଜନ୍ମଦିନ ଅବସରରେ ସଲମାନ୍‌ ଏହି ଫଟୋଟି ଶେଆର କରିଛନ୍ତି। ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରି ସଲଖାନ୍‌ ‘ହାପି ବାର୍ଥ ଡେ ଡାଡି’ ଲେଖିଛନ୍ତି। ସଲମାନ୍‌ଙ୍କ ଏହି ଫଟୋରେ ନିର୍ଦ୍ଦେଶକ ଦିବ୍ୟା ଖୋସଲା ଖାନ୍‌ ମଧ୍ୟ କମେଣ୍ଟ ଦେଇଛନ୍ତି। ଏହାବ୍ୟତୀତ ସଲମାନ୍‌ଙ୍କ […]

author-image
Biswobandita Swain
‘ହାପି ବାର୍ଥଡେ ଡାଡି’ କହିଲେ ଭାଇଜାନ, ଶେଆର କଲେ ପୁରୁଣା ଫଟୋ

salman

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କର ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  ଫଟୋରେ ତାଙ୍କୁ  ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ସହ ଫିସିଂର ମଜା ନେବାର ଦେଖାଯାଉଛି। ବାପାଙ୍କ ୮୪ତମ ଜନ୍ମଦିନ ଅବସରରେ ସଲମାନ୍‌ ଏହି ଫଟୋଟି ଶେଆର କରିଛନ୍ତି।

Advertisment

ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରି ସଲଖାନ୍‌ ‘ହାପି ବାର୍ଥ ଡେ ଡାଡି’ ଲେଖିଛନ୍ତି।

ସଲମାନ୍‌ଙ୍କ ଏହି ଫଟୋରେ ନିର୍ଦ୍ଦେଶକ ଦିବ୍ୟା ଖୋସଲା ଖାନ୍‌ ମଧ୍ୟ କମେଣ୍ଟ ଦେଇଛନ୍ତି। ଏହାବ୍ୟତୀତ ସଲମାନ୍‌ଙ୍କ ପ୍ରଶଂସକମାନେ ବାପ ପୁଅ ଦୁହିଁଙ୍କର ଏହି ଫଟୋକୁ ଦେଖି ଖୁବ୍‌ ପ୍ରଶଂସା କରିଛନ୍ତି।

Advertisment

https://www.instagram.com/p/B5QLLfyF1qt/?utm_source=ig_web_button_share_sheet