Advertisment

ପୁଣି ଶାର୍ଟ ଖୋଲି ଚର୍ଚ୍ଚାରେ ଭାଇଜାନ୍

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ପ୍ରଶଂସକମାନଙ୍କ ତାଲିକା ଖୁବ୍ ଲମ୍ବା। ସଲମାନଙ୍କ ଷ୍ଟାଇଲ୍, ଫିଟନେସ୍ ଏବଂ ଅନ୍ଦାଜ୍ ପାଇଁ ସେ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ସେ ଯାହା ବି କରନ୍ତି, ଫ୍ୟାନ ତାକୁ ପସନ୍ଦ କରନ୍ତି। ନିକଟରେ ସୋଶାଲ ମିଡିଆରେ ନିଜର ଏକ ଶାର୍ଟ ଲେସ୍ ଫଟୋ ଦେଇ ଭାଇଜାନ ଚର୍ଚ୍ଚାକୁ ଆସିଛନ୍ତି। ଖାଲି ଏତିକି ନୁହେଁ, ସେ ଘୋଡ଼ା ଚଢ଼ିଥିବା ଦେଖିବାକୁ ମିଳିଛି। ସଲମାନଙ୍କ ଫିଟ୍ ବଡି ସହ କଳା ଘୋଡ଼ାରେ ବସିଥିବା ଫଟୋ […]

ଅଦ୍ୟତନ ହୋଇଛି
ପୁଣି ଶାର୍ଟ ଖୋଲି ଚର୍ଚ୍ଚାରେ ଭାଇଜାନ୍

salman

Advertisment

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ପ୍ରଶଂସକମାନଙ୍କ ତାଲିକା ଖୁବ୍ ଲମ୍ବା। ସଲମାନଙ୍କ ଷ୍ଟାଇଲ୍, ଫିଟନେସ୍ ଏବଂ ଅନ୍ଦାଜ୍ ପାଇଁ ସେ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ସେ ଯାହା ବି କରନ୍ତି, ଫ୍ୟାନ ତାକୁ ପସନ୍ଦ କରନ୍ତି।

Advertisment

Salman Khan says being friends with your ex is the most beautiful thing | Hindi Movie News - Times of India

ନିକଟରେ ସୋଶାଲ ମିଡିଆରେ ନିଜର ଏକ ଶାର୍ଟ ଲେସ୍ ଫଟୋ ଦେଇ ଭାଇଜାନ ଚର୍ଚ୍ଚାକୁ ଆସିଛନ୍ତି। ଖାଲି ଏତିକି ନୁହେଁ, ସେ ଘୋଡ଼ା ଚଢ଼ିଥିବା ଦେଖିବାକୁ ମିଳିଛି। ସଲମାନଙ୍କ ଫିଟ୍ ବଡି ସହ କଳା ଘୋଡ଼ାରେ ବସିଥିବା ଫଟୋ ଫ୍ୟାନମାନଙ୍କୁ ଦିଓ୍ୱାନା କରିଦେଇଛି। ଫଟୋଟି ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। 20 ଲକ୍ଷରୁ ଅଧିକ ଲାଇକ୍ ଏହାକୁ ମିଳିସାରିଲାଣି।

Salman sets the temperature soaring

ଫଟୋଟି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରୁ ଶେୟାର କରାଯାଇଛି। ଫଟୋରେ କ୍ଯାପଶନ ରହିଛି, "ବିଙ୍ଗ୍ ହ୍ୟୁମାନର ଓ୍ୱିଣ୍ଟର କଲେକ୍ସନ ଖୁବଶୀଘ୍ର ଆସୁଛି।"

Advertisment

ଅନ୍ୟପଟେ ଖୁବଶୀଘ୍ର ସଲମାନଙ୍କୁ ଫିଲ୍ମ 'ରାଧେ: ୟୋର୍ ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ' ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ଦିଶା ପଟାନୀ ତାଙ୍କ ସହ ନଜରକୁ ଆସିବେ। ଏହାକୁ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଉଛନ୍ତି।

Bollywood Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe