ସଲମାନଙ୍କ ବଡିଗାର୍ଡଙ୍କ ନାମରେ ମୁମ୍ବାଇ ଥାନାରେ ଅଭିଯୋଗ

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍ ସଲମାନଙ୍କୁ ସୁରକ୍ଷା ଦେଉଥିବା ବଡିଗାର୍ଡ ସେରାଙ୍କ ନାଁ ମୁମ୍ବାଇ ଥାନାରେ ଅଭିଯୋଗ। ଅଭିଯୋଗ ହୋଇଛି ମାରପିଟ୍‌ ଓ ବନ୍ଧୁକ ଦେଖାଇ ଧମକ ଦେବାକୁ ନେଇ। ଅଭିଯୋଗକାରୀଙ୍କ କହିବାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେରା ଓ ଅଭିଯୋଗକାରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହୋଇଥିଲା। ଏହି ମତାନ୍ତରକୁ ନେଇ ସେରା ତାଙ୍କୁ ମାରପିଟ୍ କରିଥିଲେ ଓ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲେ। ଅଭିଯୋଗକାରୀଙ୍କ ତଥ୍ୟ ମୁତାବକ ମୁମ୍ବାଇ ପୋଲିସ ସେରାଙ୍କ […]

shera

shera

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 04:07 PM IST

Sports

Latest News

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍ ସଲମାନଙ୍କୁ ସୁରକ୍ଷା ଦେଉଥିବା ବଡିଗାର୍ଡ ସେରାଙ୍କ ନାଁ ମୁମ୍ବାଇ ଥାନାରେ ଅଭିଯୋଗ। ଅଭିଯୋଗ ହୋଇଛି ମାରପିଟ୍‌ ଓ ବନ୍ଧୁକ ଦେଖାଇ ଧମକ ଦେବାକୁ ନେଇ। ଅଭିଯୋଗକାରୀଙ୍କ କହିବାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେରା ଓ ଅଭିଯୋଗକାରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହୋଇଥିଲା। ଏହି ମତାନ୍ତରକୁ ନେଇ ସେରା ତାଙ୍କୁ ମାରପିଟ୍ କରିଥିଲେ ଓ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲେ। ଅଭିଯୋଗକାରୀଙ୍କ ତଥ୍ୟ ମୁତାବକ ମୁମ୍ବାଇ ପୋଲିସ ସେରାଙ୍କ ବିରୋଧରେ ଆଇପିସି ଧାରା ୩୨୩, ୩୨୬ରେ ମାମଲା ରୁଜୁ କରିବା ସହ ମାମଲାର ଯାଞ୍ଚ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story