ଅଦ୍ୟତନ ହୋଇଛି
shera
Advertisment
ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍ ସଲମାନଙ୍କୁ ସୁରକ୍ଷା ଦେଉଥିବା ବଡିଗାର୍ଡ ସେରାଙ୍କ ନାଁ ମୁମ୍ବାଇ ଥାନାରେ ଅଭିଯୋଗ। ଅଭିଯୋଗ ହୋଇଛି ମାରପିଟ୍ ଓ ବନ୍ଧୁକ ଦେଖାଇ ଧମକ ଦେବାକୁ ନେଇ। ଅଭିଯୋଗକାରୀଙ୍କ କହିବାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେରା ଓ ଅଭିଯୋଗକାରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହୋଇଥିଲା। ଏହି ମତାନ୍ତରକୁ ନେଇ ସେରା ତାଙ୍କୁ ମାରପିଟ୍ କରିଥିଲେ ଓ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲେ। ଅଭିଯୋଗକାରୀଙ୍କ ତଥ୍ୟ ମୁତାବକ ମୁମ୍ବାଇ ପୋଲିସ ସେରାଙ୍କ ବିରୋଧରେ ଆଇପିସି ଧାରା ୩୨୩, ୩୨୬ରେ ମାମଲା ରୁଜୁ କରିବା ସହ ମାମଲାର ଯାଞ୍ଚ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/shera_650_102616011257.jpg)