ନୂଆବର୍ଷରେ ସଲ୍‌ମାନ୍‌ ନିଜ ମା’ଙ୍କୁ ଦେବେ ଏହି ଉପହାର

ମୁମ୍ବାଇ: ବଲିଉଡ୍‌ର ସୁଲ୍‌ତାନ୍‌ ସଲ୍‌ମାନ୍‌ ଖାନ୍‌ ନିଜ ମା’ ସଲ୍‌ମାଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି। ସେ ତାଙ୍କ ମା’ଙ୍କର ସମସ୍ତ କଥାକୁ ମାନନ୍ତି। ଏମିତିରେ ସଲ୍‌ମା ନୂଆବର୍ଷରେ ସଲ୍‌ମାନ୍‌କୁ ଏକ ନୂଆ ଟାସ୍କ ଦେଇଛନ୍ତି, ଯାହାକୁ ପୂରା କରିବାକୁ ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି ଭାଇଜାନ୍‌। ନୂଆବର୍ଷରେ କ’ଣ କରୁଛନ୍ତି ବୋଲି ଗଣମାଧ୍ୟମର କିଛି ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସଲମାନ୍‌ କହିଥିଲେ, ‘‘ମୋ ମା’ ମୋତେ ନୂଆବର୍ଷରେ କିଛି ଡିମାଣ୍ଡ୍‌ କରିଛନ୍ତି। ସେହି ଡିମାଣ୍ଡ୍‌କୁ ପୂରା କରିବାକୁ […]

salman-khan

salman-khan

Rakesh Mallick
  • Published: Friday, 28 December 2018
  • Updated: 28 December 2018, 01:00 PM IST

ମୁମ୍ବାଇ: ବଲିଉଡ୍‌ର ସୁଲ୍‌ତାନ୍‌ ସଲ୍‌ମାନ୍‌ ଖାନ୍‌ ନିଜ ମା’ ସଲ୍‌ମାଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି। ସେ ତାଙ୍କ ମା’ଙ୍କର ସମସ୍ତ କଥାକୁ ମାନନ୍ତି। ଏମିତିରେ ସଲ୍‌ମା ନୂଆବର୍ଷରେ ସଲ୍‌ମାନ୍‌କୁ ଏକ ନୂଆ ଟାସ୍କ ଦେଇଛନ୍ତି, ଯାହାକୁ ପୂରା କରିବାକୁ ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି ଭାଇଜାନ୍‌।

ନୂଆବର୍ଷରେ କ’ଣ କରୁଛନ୍ତି ବୋଲି ଗଣମାଧ୍ୟମର କିଛି ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସଲମାନ୍‌ କହିଥିଲେ, ‘‘ମୋ ମା’ ମୋତେ ନୂଆବର୍ଷରେ କିଛି ଡିମାଣ୍ଡ୍‌ କରିଛନ୍ତି। ସେହି ଡିମାଣ୍ଡ୍‌କୁ ପୂରା କରିବାକୁ ମୁଁ ସଂକଳ୍ପ ନେଇଛି।’’

salman-khanମା’ଙ୍କ ଉକ୍ତ ଡିମାଣ୍ଡ ବିଷୟରେ ସଲ୍‌ମାନ୍‌ଙ୍କୁ ପଚରାଯିବାରୁ ସେ କହିଥିଲେ, ‘‘ମୋ ମା’ ମୋତେ ନୂଆବର୍ଷ ପ୍ଲାନିଂ ବିଷୟରେ ପଚାରିଥିଲେ। ସେମିତି କିଛି ପ୍ଲାନିଂ ନଥିବା ମୁଁ କହିଥିଲି। ତା’ପରେ ସେ ମୋତେ କହିଲେ, ଏବେ ଆଉ ଫୋର୍‌ ପ୍ୟାକ୍‌ ବଡ଼ିରେ କାମ ଚଳିବନି। ଏବେ ସିକ୍ସ ପ୍ୟାକ୍‌ ଆବ୍ସ ଦରକାର।’’
ଏହାପରେ ସଲ୍‌ମାନ୍‌ ମା’ଙ୍କର ଡିମାଣ୍ଡ୍‌ ପୂରା କରିବା ପାଇଁ ଲାଗି ପଡ଼ିଛନ୍ତି।

ସଲମାନ୍ କହିଛନ୍ତି, ‘‘ଏଥିପାଇଁ ମୁଁ ସକାଳେ ଓ ସନ୍ଧ୍ୟାରେ ଜିମ୍‌ ଯାଉଛନ୍ତି। ଗୋଟିଏ ଘଣ୍ଟା ଦୌଡ଼ୁଛି। ଏହାସହ ମୋ ଖାଇବାରେ ବି ଖୁବ୍‌ ଧ୍ୟାନ ଦେଉଛି। ମୋ ମା’ଙ୍କ କହିବା ଅନୁଯାୟୀ ସିକ୍ସ ପ୍ୟାକ୍‌ କରିବା ମୋ ପକ୍ଷ ଖୁବ୍‌ ସହଜ। ତେଣୁ ମୁଁ ନୂଆବର୍ଷରେ ମା’ଙ୍କୁ ସିକ୍ସ ପ୍ୟାକ୍‌ ଉପହାର ଦେବାକୁ ଚାହୁଁଛି।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story