Advertisment

ରାଜକୀୟ ଠାଣିରେ ସାଉଥ ଷ୍ଟାର ସାମନ୍ଥା-ଚୈତନ୍ୟଙ୍କ ବିବାହ, ଦେଖନ୍ତୁ କିଛି ଝଲକ୍‌

ସାଉଥର ଲୋକପ୍ରିୟ ଫିଲ୍ମ ଷ୍ଟାର ଅକ୍କିନେନି ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ସହ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବିବାହ ସମ୍ପନ୍ନ ହୋଇଛି। ଉଭୟ ଚୈତନ୍ୟ ଏବଂ ସାମନ୍ଥା ରୁଥ ଦକ୍ଷିଣ ଫିଲ୍ମ ଜଗତରେ ବେଶ ନାମକରା କଳାକାର। ଅକ୍ଟୋବର ୬ରେ ଏହି ବିବାହ ହିନ୍ଦୁ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ପୁଣି ଅକ୍ଟୋବର ୭ ଉଭୟେ ଖ୍ରୀଷ୍ଟିଆନ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି। ବିବାହ ସମାରୋହ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଥିଲା। ଏହି ଗ୍ରାଣ୍ଡ ସେରିମନିରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଜକୀୟ ଠାଣିରେ ସାଉଥ ଷ୍ଟାର ସାମନ୍ଥା-ଚୈତନ୍ୟଙ୍କ ବିବାହ, ଦେଖନ୍ତୁ କିଛି ଝଲକ୍‌

ସାଉଥର ଲୋକପ୍ରିୟ ଫିଲ୍ମ ଷ୍ଟାର ଅକ୍କିନେନି ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ସହ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବିବାହ ସମ୍ପନ୍ନ ହୋଇଛି। ଉଭୟ ଚୈତନ୍ୟ ଏବଂ ସାମନ୍ଥା ରୁଥ ଦକ୍ଷିଣ ଫିଲ୍ମ ଜଗତରେ ବେଶ ନାମକରା କଳାକାର।

Advertisment

ଅକ୍ଟୋବର ୬ରେ ଏହି ବିବାହ ହିନ୍ଦୁ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ପୁଣି ଅକ୍ଟୋବର ୭ ଉଭୟେ ଖ୍ରୀଷ୍ଟିଆନ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି। ବିବାହ ସମାରୋହ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଥିଲା। ଏହି ଗ୍ରାଣ୍ଡ ସେରିମନିରେ ପ୍ରାୟ ୧୦କୋଟି ଟଙ୍କା ଖର୍ଚ୍ଚ ହେଇଥିବା ସୂଚନା ମିଳିଛି। ଏହି ବିବାହକୁ ପରୀର କାହାଣୀ କହି ଏହି ଅବସରେ କ୍ୟାମେରେରା କଏଦ ହୋଇଥିବା ସୁନ୍ଦର ସୁନ୍ଦର ଫଟୋକୁ ସାମନ୍ଥା ସୋସିଆଲ ମିଡିଆରେ ସେୟାର କରିଥିଲେ।

ଏସବୁ ଫଟୋ ଏବେ ଦୃଷ୍ଟି ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟିଛି।ଏହି ଯୋଡିଙ୍କ ବିବାହ ଗୋଆରେ ହୋଇଥିଲା । ବିବାହ ପରେ ନାଗାଜୁର୍ନ ପୁଅ ଓ ବୋହୂଙ୍କ କିଛି ରଙ୍ଗିନ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ କେମିତି ଥିଲା ସେଇ ରାଜକୀୟ ବିବାହର ଦୃଶ୍ୟ ଦେଖନ୍ତୁ କିଛି ଝଲକ।

Advertisment

publive-image
publive-imagepublive-imagepublive-imagepublive-imagepublive-image