Advertisment

ରିଲିଜ୍ ହେଲା ‘ସମୟ ବଡ଼ ବଳବାନ’

କଟକ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଲା ଓଡ଼ିଆ ଫିଲ୍ମ ‘ସମୟ ବଡ଼ ବଳବାନ’। କାଲୋସ୍ଥନିକ ଏଣ୍ଟରଟେନ୍‌ମେଣ୍ଟର ପଞ୍ଚମ ଅବଦାନ ହେଉଛି ‘ସମୟ ବଡ଼ ବଳବାନ’। ପାରିବାରିକ କାହାଣୀ ଉପରେ ଫିଲ୍ମଟି ଆଧାରିତ।  ଆଜି କଟକ ସମ୍ରାଟ୍ ସିନେମା ହଲ୍‌ରେ ଫିଲ୍ମର  ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମର ମୁଖ୍ୟ ଭୂମିକାର ପୁପିନ୍ଦର ଥିବା ବେଳେ  ତାଙ୍କ ଅପୋଜିଟ୍‌ରେ ଅଛନ୍ତି ନାୟିକା ଲିପ୍‌ସା। ଏହାସହ ଅଶ୍ରୁମୋଚନ, ଅଶୁଂମାନ, ଓ ଅନୁଭାଙ୍କ ଅଛନ୍ତି ଏହି ଫିଲ୍ମରେ। ଫିଲ୍ମରେ […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ‘ସମୟ ବଡ଼ ବଳବାନ’

samay-bada-balaban

Advertisment

samayକଟକ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଲା ଓଡ଼ିଆ ଫିଲ୍ମ ‘ସମୟ ବଡ଼ ବଳବାନ’। କାଲୋସ୍ଥନିକ ଏଣ୍ଟରଟେନ୍‌ମେଣ୍ଟର ପଞ୍ଚମ ଅବଦାନ ହେଉଛି ‘ସମୟ ବଡ଼ ବଳବାନ’। ପାରିବାରିକ କାହାଣୀ ଉପରେ ଫିଲ୍ମଟି ଆଧାରିତ।  ଆଜି କଟକ ସମ୍ରାଟ୍ ସିନେମା ହଲ୍‌ରେ ଫିଲ୍ମର  ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମର ମୁଖ୍ୟ ଭୂମିକାର ପୁପିନ୍ଦର ଥିବା ବେଳେ  ତାଙ୍କ ଅପୋଜିଟ୍‌ରେ ଅଛନ୍ତି ନାୟିକା ଲିପ୍‌ସା। ଏହାସହ ଅଶ୍ରୁମୋଚନ, ଅଶୁଂମାନ, ଓ ଅନୁଭାଙ୍କ ଅଛନ୍ତି ଏହି ଫିଲ୍ମରେ।

Advertisment

ଫିଲ୍ମରେ ୫ଟି ମନଛୁଆଁ ଗୀତ ରହିଛି। ‘ସମୟ ବଡ଼ ବଳବାନ’ ଫିଲ୍ମର ଟାଇଟଲ ସଂଗ ରହିଥିବା ବେଳେ ‘ହେଲେ ହେଲା ନହେଲେ ରାଉରକେଲା’ ଗୀତକୁ ଦର୍ଶକ ଆଗରୁ ପସନ୍ଦ କରିସାରିଛନ୍ତି।

ଫିଲ୍ମର କାହାଣୀ,ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ। ନିର୍ଦେଶନା ଦେଇଛନ୍ତି ମୁରଲୀଧର।ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe