Advertisment

ଭାରତୀୟ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ଅଦନାନ ସାମି

ମୁମ୍ବାଇ: ଏଲ୍‌ଓସି ଡେଇଁ ପାକିସ୍ତାନ ସୀମାରେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ସମର୍ଥନ କରିଛନ୍ତି ପାକିସ୍ତାନର ମୂଳ ବାସିନ୍ଦା ତଥା ଗାୟକ ଅଦନାନ ସାମି। ସେ ଏଥିପାଇଁ ଟ୍ୱିଟ୍ କରି ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ତାଙ୍କୁ ପାକିସ୍ତାନରୁ ବ୍ୟାପକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅନେକ ପାକିସ୍ତାନୀ ଟ୍ୱିଟ୍ କରି ତାଙ୍କୁ ଗାଳି ବି ଦେଇଛନ୍ତି।  ତେବେ ସାମି ତାଙ୍କ ଟ୍ୱିଟ୍‌ରେ ପାକିସ୍ତାନର ନାଁ ଉଲ୍ଲେଖ କରି ନାହାନ୍ତି। ପାକିସ୍ତାନର ମୂଳ ବାସିନ୍ଦା […]

ଅଦ୍ୟତନ ହୋଇଛି
ଭାରତୀୟ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ଅଦନାନ ସାମି

adnan

Advertisment

ମୁମ୍ବାଇ: ଏଲ୍‌ଓସି ଡେଇଁ ପାକିସ୍ତାନ ସୀମାରେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ସମର୍ଥନ କରିଛନ୍ତି ପାକିସ୍ତାନର ମୂଳ ବାସିନ୍ଦା ତଥା ଗାୟକ ଅଦନାନ ସାମି। ସେ ଏଥିପାଇଁ ଟ୍ୱିଟ୍ କରି ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ତାଙ୍କୁ ପାକିସ୍ତାନରୁ ବ୍ୟାପକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅନେକ ପାକିସ୍ତାନୀ ଟ୍ୱିଟ୍ କରି ତାଙ୍କୁ ଗାଳି ବି ଦେଇଛନ୍ତି।  ତେବେ ସାମି ତାଙ୍କ ଟ୍ୱିଟ୍‌ରେ ପାକିସ୍ତାନର ନାଁ ଉଲ୍ଲେଖ କରି ନାହାନ୍ତି।

Advertisment

ପାକିସ୍ତାନର ମୂଳ ବାସିନ୍ଦା ସାମୀ ୨୦୧୫ରେ ଭାରତର ନାଗରିକତ୍ୱ ମିଳିଥିଲା। ଏବେ ସେ ଭାରତର ନାଗରିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe