Advertisment

ସଲମାନଙ୍କୁ ସମର୍ଥନ କଲେ ଅନୁପ ଜଲୋଟା

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍ ସଲମାନ ପାକିସ୍ତାନ କଳାକାରଙ୍କ ସପକ୍ଷ ନେବା ଘଟଣା ବଲିଉଡକୁ ଯେପରି ଦୁଇ ଭାଗରେ କରିଦେଇଛି। କିଛି ସଲମାନଙ୍କ ସପକ୍ଷରେ ଥିବା ବେଳେ କିଛି ରହିଛନ୍ତି ବିପକ୍ଷରେ। ବିଶିଷ୍ଟ ଗଜଲ ଗାୟକ ଅନୁପ ଜଲୋଟା ସଲମାନଙ୍କ ମତକୁ ସମର୍ଥନ କରିଛନ୍ତି। ପାଟଣାର ଦୁର୍ଗା ପୂଜାରେ ଯୋଗ ଦେବାକୁ ଆସି ଅନୁପ ପାକିସ୍ତାନ ଦ୍ୱାରା ଆତଙ୍କବାଦ ପ୍ରୋତ୍ସାହନକୁ ନିନ୍ଦା କରିଛନ୍ତି। ପୂର୍ବରୁ ସେ ପାକିସ୍ତାନରେ କୌଣସି କାର୍ଯ୍ୟକ୍ରମ କରି ନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ […]

ସଲମାନଙ୍କୁ ସମର୍ଥନ କଲେ ଅନୁପ ଜଲୋଟା

anup-jalota

Advertisment

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍ ସଲମାନ ପାକିସ୍ତାନ କଳାକାରଙ୍କ ସପକ୍ଷ ନେବା ଘଟଣା ବଲିଉଡକୁ ଯେପରି ଦୁଇ ଭାଗରେ କରିଦେଇଛି। କିଛି ସଲମାନଙ୍କ ସପକ୍ଷରେ ଥିବା ବେଳେ କିଛି ରହିଛନ୍ତି ବିପକ୍ଷରେ। ବିଶିଷ୍ଟ ଗଜଲ ଗାୟକ ଅନୁପ ଜଲୋଟା ସଲମାନଙ୍କ ମତକୁ ସମର୍ଥନ କରିଛନ୍ତି। ପାଟଣାର ଦୁର୍ଗା ପୂଜାରେ ଯୋଗ ଦେବାକୁ ଆସି ଅନୁପ ପାକିସ୍ତାନ ଦ୍ୱାରା ଆତଙ୍କବାଦ ପ୍ରୋତ୍ସାହନକୁ ନିନ୍ଦା କରିଛନ୍ତି। ପୂର୍ବରୁ ସେ ପାକିସ୍ତାନରେ କୌଣସି କାର୍ଯ୍ୟକ୍ରମ କରି ନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ କେବେ କରିବେ ନାହିଁ ବୋଲି ଶପଥ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe