/odisha-reporter/media/post_attachments/uploads/2015/11/kalki-film-ra-premier-show.jpg)
kalki-film-ra-premier-show
କଟକ: ରତ୍ନା ଫିଲ୍ମ ବ୍ୟାନରରେ ମୁକ୍ତିଲାଭ କରିଛି ଓଡିଆ ଫିଲ୍ମ ‘କଳକୀ’। କଟକର ସମ୍ରାଟ ହଲରେ ଫିଲ୍ମର ପ୍ରିମିୟର ଶୋ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକାଠି ହୋଇଥିଲେ ଫିଲ୍ମର ପୁରା ଯୁନିଟ। ଫିଲ୍ମଟିରେ ନାୟକ ଭାବେ ଆକ୍ସନ ବୟ ଅରିନ୍ଦମ ଥିବାବେଳେ ତାଙ୍କ ଅପୋସିଟରେ ଅଛନ୍ତି ଓଲିଉଡ ସୁନ୍ଦରୀ ରିୟା। ଏଥିରେ ରହିଛି ଲଭ, ଆକ୍ସନ, ରୋମାନ୍ସ ସାଙ୍ଗକୁ ଫ୍ୟାମିଲି ଡ୍ରାମା । ବର୍ତ୍ତମାନ ଚାଲିଥିବା ଫିଲ୍ମ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ହିରୋ ଅରିନ୍ଦମ। ଫିଲ୍ମର ନିର୍ଦୋନା ଦାୟିତ୍ୱ ସମ୍ଭାଳିଛନ୍ତି ତାପସ ସରଘରିଆ ଆଉ ସଂଗୀତ ନିର୍ଦେଶନା ଦେଇଛନ୍ତି ବିଭୁତିଭୂଷଣ। ତେବେ ଫିଲ୍ମରେ ୬ ଟି ଗୀତ ରହିଛି । ଏହି ଫିଲ୍ମ ମାଧ୍ୟମରେ ଅଭିନେତା ଅରିନ୍ଦମ ପ୍ରଯୋଜନାକୁ ମଧ୍ୟ ଓହ୍ଲାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
