Advertisment

‘ସନମ୍ ରେ’ ଆସୁଛନ୍ତି ପୁଲକିତ୍ ଓ ୟାମି

ମୁମ୍ବାଇ: ବି ଟାଉନକୁ ଆସୁଛି ନୂଆ ସିନେମା ‘ସନମ୍ ରେ’। ବିଦ୍ୟା ଖୋସାଲ କୁମାର ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଡ୍ରାମାରେ ଲିଡ ରୋଲରେ ଆସୁଛନ୍ତି ପୁଲକିତ ଓ ୟାମି ଗୌତମ।  ଉର୍ବସୀ ରାଉତେଲା ଏବଂ ରିଷି କପୁରଙ୍କର ମଧ୍ୟ ମେଜର ରୋଲ୍ ରହିଛି ଏଥିରେ। ସିମଲାର ଆକାଶ ଏବଂ ଶ୍ରୁତି। ପିଲା ବେଳର ସାଙ୍ଗ।  ଦୁହିଁଙ୍କ ଭିତରେ ପ୍ରେମ ହୁଏ। କିନ୍ତୁ ଆକାଶ ବଡ଼ ହେବା ପରେ ବିଦେଶ ଚାଲି ଯାଏ। ଆଉ ଭୁଲିଯାଏ ପିଲାଦିନର ସାଙ୍ଗ […]

ଅଦ୍ୟତନ ହୋଇଛି
‘ସନମ୍ ରେ’ ଆସୁଛନ୍ତି ପୁଲକିତ୍ ଓ ୟାମି

yammi

Advertisment

ମୁମ୍ବାଇ: ବି ଟାଉନକୁ ଆସୁଛି ନୂଆ ସିନେମା ‘ସନମ୍ ରେ’। ବିଦ୍ୟା ଖୋସାଲ କୁମାର ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଡ୍ରାମାରେ ଲିଡ ରୋଲରେ ଆସୁଛନ୍ତି ପୁଲକିତ ଓ ୟାମି ଗୌତମ।  ଉର୍ବସୀ ରାଉତେଲା ଏବଂ ରିଷି କପୁରଙ୍କର ମଧ୍ୟ ମେଜର ରୋଲ୍ ରହିଛି ଏଥିରେ।

Advertisment

ସିମଲାର ଆକାଶ ଏବଂ ଶ୍ରୁତି। ପିଲା ବେଳର ସାଙ୍ଗ।  ଦୁହିଁଙ୍କ ଭିତରେ ପ୍ରେମ ହୁଏ। କିନ୍ତୁ ଆକାଶ ବଡ଼ ହେବା ପରେ ବିଦେଶ ଚାଲି ଯାଏ। ଆଉ ଭୁଲିଯାଏ ପିଲାଦିନର ସାଙ୍ଗ ଶ୍ରୁତିକୁ।  ଏଭଳି କାହାଣୀ ରହିଛି ‘ସନମ ରେ’ ସିନେମାରେ। ପୁଲକିତ୍ ଓ ୟାମିଙ୍କ ରିଅଲ ଲାଇଫ୍ ରୋମାନ୍ସକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୁହିଁଙ୍କର ରିଲ୍ କେମେଷ୍ଟ୍ରି ଦେଖିବା ପାଇଁ ଦର୍ଶକ ନିଶ୍ଚିତ ଆକୃଷ୍ଟ ହେବେ ବୋଲି ଆଶା କରାଯାଉଛି।

ଦିବ୍ୟା ଖୋସଲା କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହା ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଏହାର ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ମିଥୁନ୍, ଜିତ୍ ଗାଙ୍ଗୁଲି ଏବଂ ଅମଲ୍ ମଲ୍ଲିକ। ସିମଲା,ମୁମ୍ୱାଇ ଏବଂ ଲଦାଖରେ ଏହାର ସୁଟିଂ ହୋଇଛି। ୨୦୧୬ ଫେବୃଆରୀ ୧୨ରେ ସିଲଭର ସ୍କ୍ରିନକୁ ଆସିବ ‘ସନମ ରେ’।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe