ଈଶାନ୍‌ଙ୍କୁ ଲିଫ୍ଟ ଦେବେ ସଞ୍ଜୟ

ମୁମ୍ବାଇ: ଫିଲ୍ମ ‘ବିୟଣ୍ଡ୍‌ ଦ କ୍ଲାଉଡ୍‌’ରେ ଡେବ୍ୟୁ କରିଥିବା ସାହିଦ୍‌ କପୁରଙ୍କ ଭାଇ ଈଶାନ୍‌ଙ୍କର ଦ୍ୱିତୀୟ ଫିଲ୍ମ ଥିଲା ‘ଧଡ଼କ୍‌’। ପ୍ରଥମ ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ହାସଲ କରି ନଥିବା ବେଳେ ଫିଲ୍ମ ‘ଧଡ଼କ’ର କଲେକ୍ସନ୍‌ ଖାସ୍‌ ରହିଥିଲା। ଏବେ ଈଶାନ୍‌ ଏକ ବଡ଼ ବ୍ୟାନରରେ ସୁଯୋଗ ପାଇଥିବା ସୂଚନା ମିଳିଛି । ଫିଲ୍ମ ‘ଧଡ଼କ୍‌’ରେ ଜାହ୍ନବୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ ଈଶାନ୍‌। ସୂଚନାମୁତାବକ ସେ ଆଗକୁ ପ୍ରସିଦ୍ଧ ପ୍ରୋଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଲୀଙ୍କ ସହ […]

ishhan

ishhan

Sangita Sahoo
  • Published: Monday, 18 February 2019
  • Updated: 18 February 2019, 01:16 PM IST

Sports

Latest News

ମୁମ୍ବାଇ: ଫିଲ୍ମ ‘ବିୟଣ୍ଡ୍‌ ଦ କ୍ଲାଉଡ୍‌’ରେ ଡେବ୍ୟୁ କରିଥିବା ସାହିଦ୍‌ କପୁରଙ୍କ ଭାଇ ଈଶାନ୍‌ଙ୍କର ଦ୍ୱିତୀୟ ଫିଲ୍ମ ଥିଲା ‘ଧଡ଼କ୍‌’। ପ୍ରଥମ ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ହାସଲ କରି ନଥିବା ବେଳେ ଫିଲ୍ମ ‘ଧଡ଼କ’ର କଲେକ୍ସନ୍‌ ଖାସ୍‌ ରହିଥିଲା। ଏବେ ଈଶାନ୍‌ ଏକ ବଡ଼ ବ୍ୟାନରରେ ସୁଯୋଗ ପାଇଥିବା ସୂଚନା ମିଳିଛି । ଫିଲ୍ମ ‘ଧଡ଼କ୍‌’ରେ ଜାହ୍ନବୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ ଈଶାନ୍‌।

ସୂଚନାମୁତାବକ ସେ ଆଗକୁ ପ୍ରସିଦ୍ଧ ପ୍ରୋଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଲୀଙ୍କ ସହ କାମ କରି ପାରନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଈଶାନ୍‌ ଏବେ ଭଂଶାଲୀଙ୍କ ଏହି ପ୍ରୋଜେକ୍ଟରେ ଏବେ ଫୋକସ୍‌ କରୁଛନ୍ତି। ଭଂଶାଲୀ ନିଜ କାହାଣୀ ପାଇଁ ଈଶାନ୍‌ଙ୍କୁ ଯୋଗ୍ୟ ବୋଲି ଭାବିଛନ୍ତି।
ସୂତ୍ର ଅନୁସାରେ ସଞ୍ଜୟ, ଈଶାନ୍‌ଙ୍କ ଫିଲ୍ମ ‘ଧଡକ୍‌’ରୁ ଖୁବ୍‌ ଇମ୍ପ୍ରେସ୍‌ ଅଛନ୍ତି। ସେ ନିଜ ଫିଲ୍ମରେ ଏକ ଯୁବ ଚରିତ୍ର ପାଇଁ ଈଶାନ୍‌ଙ୍କୁ ବାଛିଛନ୍ତି। କେବଳ ଏହା ଔପଚାରିକ ଭାବେ ଘୋଷଣା କରିବା ବାକି ରହିଛି।
ଖୁବ୍‌ଶୀଘ୍ର ଏହାର ସାର୍ବଜନୀନ ଭାବେ ଘୋଷଣା କରାଯିବ। ବ୍ୟକ୍ତିଗତ କଥା କହିଲେ ଈଶାନ୍‌ ଏବେ ଜାହ୍ନବୀଙ୍କୁ ଡେଟ୍‌ କରିବା ଖବର ଆସୁଛି। କିନ୍ତୁ ‘କଫି ଉଇଥ୍‌ କରନ୍‌’ରେ ଦୁହେଁ ଏକଥାକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story