ସୈଫ୍‌ ଯେତେବେଳେ ପୁଣି ବାହା ହେବେ ବୋଲି କହିଥିଲେ...

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ଷ୍ଟାର୍‌ କିଡ୍‌ଙ୍କ ଟ୍ରେଣ୍ଡ। ଗତ ଦୁଇ ବର୍ଷ ଭିତରେ ଅନେକ ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରି ସାରିଲେଣି। ହେଲେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲି ଖାନ୍‌, ଯିଏ ନିଜ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ ହିଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସାରା ନିଜ ଫିଲ୍ମି ଲାଇଫ୍‌ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ନିଜ ରିଲେସନ୍‌ଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏବେ […]

sara

sara

Chinmayee Roy
  • Published: Sunday, 13 October 2019
  • Updated: 13 October 2019, 04:14 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ଷ୍ଟାର୍‌ କିଡ୍‌ଙ୍କ ଟ୍ରେଣ୍ଡ। ଗତ ଦୁଇ ବର୍ଷ ଭିତରେ ଅନେକ ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରି ସାରିଲେଣି। ହେଲେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲି ଖାନ୍‌, ଯିଏ ନିଜ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ ହିଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସାରା ନିଜ ଫିଲ୍ମି ଲାଇଫ୍‌ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ନିଜ ରିଲେସନ୍‌ଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଏକ ଭାଇରାଲ୍‌ ଭିଡିଓକୁ ନେଇ। ଏଥିରେ ସେ ତାଙ୍କ ବାପା ସୈଫ୍ ଓ କରୀନାଙ୍କ ବାହାଘରକୁ ନେଇ ଏମିତି ଏକ କଥା କହିଛନ୍ତି, ଯାହା ହୁଏତ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ।

ଭାଇରାଲ୍ ହେଉଥିବା ଭିଡିଓଟି ସେ ଏକ ଚ୍ୟାନେଲ୍‌କୁ ଦେଇଥିବା ଏକ ସାକ୍ଷାତକାରର କିଛି ଅଂଶ। ଏହାକୁ ସାରାଙ୍କ ଫ୍ୟାନ୍‌କ୍ଲବ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରିଛନ୍ତି।  କିଛି ଲୋକ ଏହାକୁ ପସନ୍ଦ କରୁଥିବାବେଳେ କିଛି ତାଙ୍କୁ ଟ୍ରୋଲ୍‌ କରିଛନ୍ତି। ଏଥିରେ ସାରା ତାଙ୍କ ବାପା ସୈଫ୍ ଓ କରୀନାଙ୍କ ବାହାଘର ଏବଂ  କରୀନାଙ୍କ ସହିତ ତାଙ୍କର ସଂପର୍କକୁ ନେଇ ଖୋଲା ମତ ରଖିଛନ୍ତି। ତା’ ଭିତରେ ସେ କହିଛନ୍ତି,“ମୋର ଭଲ ଭାବେ ମନେ ଅଛି, ଯେତେବେଳେ ବାପା ମୋତେ କହିଲେ ଯେ ସେ ବାହା ହେବାକୁ ଯାଉଛନ୍ତି, ମୁଁ ପ୍ରଥମେ ମୋ ମା’ଙ୍କ ପାଖକୁ ଦୌଡ଼ି ଯାଇଥିଲି ଏବଂ ବାପାଙ୍କ ବାହାଘରରେ କ’ଣ ପିନ୍ଧିବି ବୋଲି ପଚାରିଥିଲି। ଏହା ପରେ ମୋ ମା’ କହିଥିଲେ, ହେ ଭଗବାନ! ସତରେ ତୁମେ କ’ଣ ପିନ୍ଧିବ?”

https://www.instagram.com/p/B1ThqxvBFTe/?utm_source=ig_web_copy_link

https://www.instagram.com/p/B3g-v-VhnLr/?utm_source=ig_web_copy_link

ଏଥିରେ ସାରା ଆହୁରି କହିଛନ୍ତି, “ମୋ ବାପା ସବୁବେଳେ ମୋତେ କମ୍ଫର୍ଟେବଲ୍‌ ଫିଲ୍ କରାଇବାକୁ ଚେଷ୍ଟା କରନ୍ତି। ମୋ ମା’ ମଧ୍ୟ ଖୁବ୍ ସପୋର୍ଟିଭ୍‌। କରୀନା କେବେ ହେଲେ ମୋ ମା’ ହେବାକୁ ଚେଷ୍ଟା କରିନାହାନ୍ତି। ସେ ମୋ ବାପାଙ୍କ ସ୍ତ୍ରୀ ଓ ଆମେ ଭଲ ବନ୍ଧୁ ମଧ୍ୟ। ସବୁଠୁ ବଡ଼ କଥା ହେଉଛି ସେ ମୋ ବାପାଙ୍କୁ ଭଲ ପା’ନ୍ତି। ମୁଁ ମଧ୍ୟ ମୋ ବାପାଙ୍କୁ ଭଲ ପାଏ। ତେବେ କେଉଁଠି ନା କେଉଁଠି ଆମେ ପରସ୍ପରକୁ ଭଲପାଉ।”

ଏଥିରୁ ସ୍ପଷ୍ଟ ହେଉଛି ଯେ ସାରା ଓ କରୀନାଙ୍କ ଭିତରେ କୌଣସି ପ୍ରକାରର ମନାନ୍ତର ନାହିଁ  କି ସେମାନଙ୍କ ମଧ୍ୟରେ କୋଲ୍ଡ ୱାର୍‌ ଚାଲିନାହିଁ। ସୂଚନାଯୋଗ୍ୟ, ଖୁବ୍‌ଶୀଘ୍ର ସାରାଙ୍କୁ ବରୁଣ ଧାୱନଙ୍କ ସହ ଫିଲ୍ମ ‘କୁଲି ନମ୍ବର ୱାନ୍’ରେ ଦେଖିବାକୁ ମିଳିବ।

https://www.instagram.com/p/B3e-j23hQ-x/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story