ପ୍ରଥମ ଥର ନିଜ ବୟଫ୍ରେଣ୍ଡ୍‌ ନାଁ ଖୁଲାସା କଲେ ସାରା

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଫିଲ୍ମ ‘ସିମ୍ବା’ର ସଫଳତାରେ ଏବେ ଖୁସି ମନାଉଛନ୍ତି। ଏହା ସହ ସାରା ଏବେ ତାଙ୍କ ନୂଆ ପ୍ରୋଜେକ୍ଟର ସିଲେକ୍ସନ୍‌ରେ ବ୍ୟସ୍ତ। କିନ୍ତୁ ଅଭିନେତ୍ରୀ ସାରାଙ୍କ ସହ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ସୁଶାନ୍ତଙ୍କ ଜନ୍ମଦିନରେ ସେ ତାଙ୍କ ଘରକୁ କେକ୍ ନେଇ ଯାଇଥିବା ବେଳେ ଦୁହେଁ ସାଥିରେ ଭୋଜନ କରିଥିଲେ । ଏହା ପରେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା […]

sara

sara

Sangita Sahoo
  • Published: Tuesday, 29 January 2019
  • Updated: 29 January 2019, 11:56 AM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଫିଲ୍ମ ‘ସିମ୍ବା’ର ସଫଳତାରେ ଏବେ ଖୁସି ମନାଉଛନ୍ତି। ଏହା ସହ ସାରା ଏବେ ତାଙ୍କ ନୂଆ ପ୍ରୋଜେକ୍ଟର ସିଲେକ୍ସନ୍‌ରେ ବ୍ୟସ୍ତ। କିନ୍ତୁ ଅଭିନେତ୍ରୀ ସାରାଙ୍କ ସହ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ସୁଶାନ୍ତଙ୍କ ଜନ୍ମଦିନରେ ସେ ତାଙ୍କ ଘରକୁ କେକ୍ ନେଇ ଯାଇଥିବା ବେଳେ ଦୁହେଁ ସାଥିରେ ଭୋଜନ କରିଥିଲେ । ଏହା ପରେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।

ତେବେ ଏ ସବୁ ଚର୍ଚ୍ଚାକୁ ମିଛ ବୋଲି କହିଛନ୍ତି ସାରା। ଏକ ସାକ୍ଷାତକାରରେ ସାରା ସୁଶାନ୍ତଙ୍କୁ ଡେଟ୍ କରିବା ଖବର ମିଛ ବୋଲି କହିବା ସହ ନିଜ ବୟଫ୍ରେଣ୍ଡ୍‌ଙ୍କ ନାଁ ଖୁଲାସା କରିଛନ୍ତି।

ସେ କହିଛନ୍ତି, ‘‘ମୋର ପ୍ରଥମ ବା ଗୋଟିଏ ପ୍ରେମିକ ଥିଲେ ବୀର ପହରିଆ। ତାଙ୍କଠାରୁ ଅଲଗା ହେବା ପରେ ମୁଁ ଏ ପର୍ଯ୍ୟନ୍ତ ଆଉ କାହାକୁ ଡେଟ୍ କରିନାହିଁ।’’

sara4ସାରା ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ବୀର୍‌ଙ୍କୁ ଡେଟ୍ କରୁଥିଲେ। ୨୦୧୬ରେ ଦୁହିଁଙ୍କ ଫଟୋକୁ ନେଇ ସୋଶାଲ ମିଡିଆରେ ଖୁବ୍‌ ଚର୍ଚ୍ଚା ବି ହୋଇଥିଲା। କିନ୍ତୁ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ। ସାକ୍ଷାତକାରରେ ସାରା ଏକଥା ବି କହିଥିଲେ, ବୀର୍‌ଙ୍କୁ ସହ ଡେଟ୍‌ କରିବା ସମୟରେ ତାଙ୍କର ହୃଦୟ ଭାଙ୍ଗି ନ ଥିଲା। ଦୁହିଁଙ୍କ ସମ୍ପର୍କ ଠିକ୍‌ରେ ଚାଲି ନ ଥିବରୁ ଦୁହେଁ ଆପୋସ ବୁଝାମଣାରେ ଅଲଗା ହୋଇଯାଇଥିଲୁ। ବୀର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କ ନାତି ବୋଲି ଜଣାପଡ଼ିଛି।

କିଛିଦିନ ପୂର୍ବରୁ ସାରା କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ନିଜ କ୍ରଶ୍‌ ବୋଲି କହିଥିଲେ। ଅନେକ ଟକ୍‌ ଶୋ’ରେ ସେ କାର୍ତ୍ତିକଙ୍କ ବିଷୟରେ ବି କହିଥାନ୍ତି। ତେଣୁ କ’ଣ ସତ କ’ଣ ମିଛ ଆମେ ଜାଣିପାରୁନୁ। କ’ଣ କହୁଛନ୍ତି ଆମେ ସତ ଭାବୁଛୁ ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story