ସାରାଙ୍କୁ ଘାରିଛି କରୋନା ଭୟ

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଛି । ଏଥିରୁ ବଲିଉଡ ଜଗତ ମଧ୍ୟ ବାଦ୍ ପଡିନି । ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । କରୋନାକୁ ନେଇ ବି-ଟାଉନର ଅନେକ ଅଭିନେତା ତଥା ଅଭିନେତ୍ରୀ ସଜାଗ ହୋଇପଡିଥିବା ବେଳେ ଆଉ କେତେକ ଭୟଭିତ ମଧ୍ୟ ହୋଇପଡିଛନ୍ତି । ଏହି ତାଲିକାରେ ଏବେ ସାରା ଅଲ୍ଲି ଖାନ ନାଁ ଯୋଡି ହୋଇଛି । […]

sara-1

sara-1

Madhupriya Mistry
  • Published: Sunday, 03 January 2021
  • Updated: 03 January 2021, 12:55 PM IST

Sports

Latest News

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଛି । ଏଥିରୁ ବଲିଉଡ ଜଗତ ମଧ୍ୟ ବାଦ୍ ପଡିନି । ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । କରୋନାକୁ ନେଇ ବି-ଟାଉନର ଅନେକ ଅଭିନେତା ତଥା ଅଭିନେତ୍ରୀ ସଜାଗ ହୋଇପଡିଥିବା ବେଳେ ଆଉ କେତେକ ଭୟଭିତ ମଧ୍ୟ ହୋଇପଡିଛନ୍ତି । ଏହି ତାଲିକାରେ ଏବେ ସାରା ଅଲ୍ଲି ଖାନ ନାଁ ଯୋଡି ହୋଇଛି । ନୱାବ ସୈଫ ଅଲ୍ଲି ଖାନଙ୍କ ଲାଡଲି ସାରା ଅଲ୍ଲି ଖାନଙ୍କୁ ମଧ୍ୟ କରୋନା ଭୟ ଘାରିଛି ।

ନିକଟରେ ସାରା ଅଲ୍ଲି ଖାନ ନିଜ ଶୁଟିଂ ସେଡ୍ୟୁଲରୁ ଫେରିବା ବେଳେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇଥିଲେ । ଏହି ସମୟରେ ସାରା ମୁହଁରେ ମାସ୍କ ପିନ୍ଧି ରହିଥିବା ଦେଖିବାକୁ ମିଳିଥିଲା। ଫଟୋଗ୍ରାଫରମାନେ ତାଙ୍କୁ ମାସ୍କ କାଢ଼ିବା ପାଇଁ କହିଥିଲେ, ସାରା କିନ୍ତୁ ସଫା ସଫା ମନା କରିଦେଇଥିଲେ । ଫଟୋଗ୍ରାଫରମାନେ ଯେତେ ଅନୁରୋଧ କରିଥିଲେ ମଧ୍ୟ ଅଭିନେତ୍ରୀ ଜଣକ ଶୁଣିନଥିଲେ । ବିମାନ ବନ୍ଦରରୁ ସେ ସିଧା ଆସି ନିଜ କାର ଭିତରେ ବସି ଯାଇଥିଲେ । କାର୍ ଭିତରେ ବସିବା ପରେ ମଧ୍ୟ ମାସ୍କ କାଢ଼ିବାକୁ ମନା କରିଥିଲେ ସାରା । ଏଥିସହ ସେ ବାରମ୍ବାର ନିଜ ହାତକୁ ସାନିଟାଇଜ ମଧ୍ୟ କରୁଥିଲେ। ସେହିପରି ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ମଧ୍ୟ ମୁମ୍ବାଇ ବିମାନ ବନ୍ଦରରେ ଦଖିବାକୁ ମିଳିଥିଲା। ସେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ନଜର ଆସିଥିଲେ । ଏହି ସମସ୍ତ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି ।

View this post on Instagram

A post shared by Viral Bhayani (@viralbhayani)

ସୂଚନା ଯୋଗ୍ୟ ଯେ, ନିକଟରେ ଅଭିନେତା ବରୁଣ ଧୱନ, ନୀତୁ କପୁର, କ୍ରିତି ସାନନ, ରକୁଲପ୍ରିତ, ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ଭଳି ସେଲିବ୍ରିଟିମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । ଏଥିପାଇଁ ଆଗକୁ ଯେପରି ଏହି ମହାମାରୀ ନ ବ୍ୟାପେ ସେଥିପାଇଁ ଅଧିକାଂଶ ବି-ଟାଉନ ସେଲିବ୍ରିଟି ସତର୍କ ରହିବା ସହ ସଜାଗ ମଧ୍ୟ ହୋଇ ପଡିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story