Advertisment

ଚର୍ଚ୍ଚାରେ ସାରାଙ୍କ ବ୍ଲୁ ଲିପ୍‌ଷ୍ଟିକ୍‌

ନ୍ୟୁୟର୍କ: ସୈଫ୍‌ ଲଳନା ସାରା ଅଲି ଖାନ୍‌ ସୋଶାଲ୍ ମିଡ଼ିଆରେ ନିଜର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି, ଯାହା ଖୁବ୍ ଭାଇରାଲ୍‌ ହେଉଛି। ଏବେ ସାରା ନ୍ୟୁୟର୍କରେ ଥିବା ବେଳେ ସେଠାରୁ ଅନେକ ଫଟୋ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ଆଉ ସେଥିରୁ ଗୋଟିଏ ଫଟୋ ଭାଇରାଲ୍ ହେଉଛି। ଏଥିରେ ସେ ବ୍ଲୁ ଲିପ୍‌ଷ୍ଟିକ୍‌ ଲଗାଇ ପାଉଟ୍ କରିଛନ୍ତି। ଫଟୋରେ ସେ ବେଶ୍ ଗ୍ଲାମରସ୍ ଲାଗୁଛନ୍ତି। ଆଉ ସାରାଙ୍କର ଏହି ଗ୍ଲାମରସ୍‌ ବ୍ଲୁ ଲିପ୍‌ଷ୍ଟିକ୍‌ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଚର୍ଚ୍ଚାରେ ସାରାଙ୍କ ବ୍ଲୁ ଲିପ୍‌ଷ୍ଟିକ୍‌

saraa

ନ୍ୟୁୟର୍କ: ସୈଫ୍‌ ଲଳନା ସାରା ଅଲି ଖାନ୍‌ ସୋଶାଲ୍ ମିଡ଼ିଆରେ ନିଜର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି, ଯାହା ଖୁବ୍ ଭାଇରାଲ୍‌ ହେଉଛି। ଏବେ ସାରା ନ୍ୟୁୟର୍କରେ ଥିବା ବେଳେ ସେଠାରୁ ଅନେକ ଫଟୋ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ଆଉ ସେଥିରୁ ଗୋଟିଏ ଫଟୋ ଭାଇରାଲ୍ ହେଉଛି। ଏଥିରେ ସେ ବ୍ଲୁ ଲିପ୍‌ଷ୍ଟିକ୍‌ ଲଗାଇ ପାଉଟ୍ କରିଛନ୍ତି। ଫଟୋରେ ସେ ବେଶ୍ ଗ୍ଲାମରସ୍ ଲାଗୁଛନ୍ତି। ଆଉ ସାରାଙ୍କର ଏହି ଗ୍ଲାମରସ୍‌ ବ୍ଲୁ ଲିପ୍‌ଷ୍ଟିକ୍‌ ଲୁକ୍‌ ଚର୍ଚ୍ଚାର ବିଷୟ ପାଲଟିଛି।publive-image

Advertisment

https://www.instagram.com/p/B5J4EdVpymO/?utm_source=ig_web_copy_link

https://www.instagram.com/p/B5CW-mxJFlg/?utm_source=ig_web_copy_link

ସୂଚନାଯୋଗ୍ୟ, ସାରା ଆଗକୁ କାର୍ତ୍ତିକ୍‌ ଆର୍ଯ୍ୟନଙ୍କ ସହ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍-୨’ରେ ନଜର ଆସିବେ। ଏହାର ବ୍ୟତୀତ ସେ ବରୁଣ ଧୱନ୍‌ଙ୍କ ସହ ଫିଲ୍ମ ‘କୁଲି ନମ୍ବର ୱାନ୍‌’ର ସିକ୍ୱେଲରେ ମଧ୍ୟ ନଜର ଆସିବେ। ଏବେ ସେ ନ୍ୟୁୟର୍କରେ ଏହି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଶୁଟିଂରୁ ସମୟ ବାହାର କରି ସେ ସାଙ୍ଗମାନଙ୍କ ସହ ମସ୍ତି ବି କରୁଛନ୍ତି।

https://www.instagram.com/p/B5LgV63pbRg/?utm_source=ig_web_copy_link

https://www.instagram.com/p/B5IRDJtJUr-/?utm_source=ig_web_copy_link