Advertisment

‘ସରବଜିତ୍‌’ର ପ୍ରଥମ ଅଫିସିଆଲ‌୍ ପୋଷ୍ଟର ରିଲିଜ‌୍

ମୁମ୍ୱାଇ: ଭାରତୀୟ ବନ୍ଦୀ ସରବଜିତ‌୍ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସରବଜିତ୍‌’ର ପ୍ରଥମ ଅଫିସିଆଲ‌୍ ପୋଷ୍ଟର ସୋମବାର ରାତିରେ ରିଲିଜ‌୍ ହୋଇଯାଇଛି। ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ। ସେ ଏଥିରେ ସରବଜିତଙ୍କ ଭଉଣୀ ଦଲବୀର କୌର ଭୂମିକାରେ ଆସୁଛନ୍ତି। ସରବଜିତଙ୍କୁ ପାକିସ୍ତାନର ଜେଲରୁ ମୁକୁଳାଇବାକୁ ତାଙ୍କ ଭଉଣୀ ଦଲବୀର ବହୁ ଉଦ୍ୟମ କରି ଥିଲେ। ତେବେ ଜେଲର କିଛି କଏଦୀଙ୍କ ଆକ୍ରମଣରେ ସରବଜିତ‌୍ ଆଖି ବୁଜି ଥିଲେ। ସରବଜିତ୍ ଫିଲ୍ମରେ ରଣଦୀପ […]

ଅଦ୍ୟତନ ହୋଇଛି
‘ସରବଜିତ୍‌’ର ପ୍ରଥମ ଅଫିସିଆଲ‌୍ ପୋଷ୍ଟର ରିଲିଜ‌୍

sarabjit

Advertisment

ମୁମ୍ୱାଇ: ଭାରତୀୟ ବନ୍ଦୀ ସରବଜିତ‌୍ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସରବଜିତ୍‌’ର ପ୍ରଥମ ଅଫିସିଆଲ‌୍ ପୋଷ୍ଟର ସୋମବାର ରାତିରେ ରିଲିଜ‌୍ ହୋଇଯାଇଛି। ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ। ସେ ଏଥିରେ ସରବଜିତଙ୍କ ଭଉଣୀ ଦଲବୀର କୌର ଭୂମିକାରେ ଆସୁଛନ୍ତି। ସରବଜିତଙ୍କୁ ପାକିସ୍ତାନର ଜେଲରୁ ମୁକୁଳାଇବାକୁ ତାଙ୍କ ଭଉଣୀ ଦଲବୀର ବହୁ ଉଦ୍ୟମ କରି ଥିଲେ। ତେବେ ଜେଲର କିଛି କଏଦୀଙ୍କ ଆକ୍ରମଣରେ ସରବଜିତ‌୍ ଆଖି ବୁଜି ଥିଲେ।

Advertisment

ସରବଜିତ୍ ଫିଲ୍ମରେ ରଣଦୀପ ହୁଡ଼ା ସରବଜିତ‌୍ ସିଂହ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଦର୍ଶନ କୁମାର ଓ ରୀଚା ଚଡ଼ା ମଧ୍ୟ ଅଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଓମଙ୍ଗ କୁମାର। ଆସନ୍ତା ମେ’୧୯ରେ ଫିଲ୍ମଟି ପରଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe