Advertisment

ଶାହାରୁଖ ଓ ସଲମାନ ଏବେ ଭାଇଭାଇ

ମୁମ୍ବାଇ: ବଲିଉଡର ଦୁଇ ଖାନ- କିଙ୍ଗଖାନ ଶାହାରୁଖ ଓ ଦବଙ୍ଗ ଖାନ୍ ସଲମାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ବଲିଉଡର ଏହି ଖାନୱାର ବେଶ ପୁରୁଣା। କିନ୍ତୁ ଏବେ ଶାହାରୁଖଙ୍କ ବାର୍ଥଡେ ସେଲିବ୍ରେସନରେ ସମସ୍ତଙ୍କ ନଜରଥିଲା ସଲମନଙ୍କ ଫ୍ରେଣ୍ଡସିପ୍ ଫଣ୍ଡା ଉପରେ। ଶାହାରୁଖଙ୍କ ଜନ୍ମଦିନରେ ସଲମାନ ପହଞ୍ଚିଯାଇଥିଲେ ଶାହାରୁଖଙ୍କ ଘରେ ଆଉ ତାଙ୍କୁ ଭାଇ ଷ୍ଟାଇଲରେ ଜଣାଇଥିଲେ ଜନ୍ମଦିନର ଶୁଭେଚ୍ଛା। ସଲମାନଙ୍କ ଏହି ସୁଲତାନ ପୋଜ ଫଟୋକୁ ନିଜେ ଟୁଇଟ କରିଛନ୍ତି ଶାହାରୁଖ। ସେ କହିଛନ୍ତି ସଲମାନ […]

ଶାହାରୁଖ ଓ ସଲମାନ ଏବେ ଭାଇଭାଇ

sarukha

Advertisment

ମୁମ୍ବାଇ: ବଲିଉଡର ଦୁଇ ଖାନ- କିଙ୍ଗଖାନ ଶାହାରୁଖ ଓ ଦବଙ୍ଗ ଖାନ୍ ସଲମାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ବଲିଉଡର ଏହି ଖାନୱାର ବେଶ ପୁରୁଣା। କିନ୍ତୁ ଏବେ ଶାହାରୁଖଙ୍କ ବାର୍ଥଡେ ସେଲିବ୍ରେସନରେ ସମସ୍ତଙ୍କ ନଜରଥିଲା ସଲମନଙ୍କ ଫ୍ରେଣ୍ଡସିପ୍ ଫଣ୍ଡା ଉପରେ। ଶାହାରୁଖଙ୍କ ଜନ୍ମଦିନରେ ସଲମାନ ପହଞ୍ଚିଯାଇଥିଲେ ଶାହାରୁଖଙ୍କ ଘରେ ଆଉ ତାଙ୍କୁ ଭାଇ ଷ୍ଟାଇଲରେ ଜଣାଇଥିଲେ ଜନ୍ମଦିନର ଶୁଭେଚ୍ଛା।

Advertisment

ସଲମାନଙ୍କ ଏହି ସୁଲତାନ ପୋଜ ଫଟୋକୁ ନିଜେ ଟୁଇଟ କରିଛନ୍ତି ଶାହାରୁଖ। ସେ କହିଛନ୍ତି ସଲମାନ ଓ ତାଙ୍କର ଏହି ଫଟୋ ଦେଖି ସମସ୍ତେ ଅନୁମାନ କରିପାରୁଥିବେ ସେମାନଙ୍କ ବନ୍ଧୁତା ବିଷୟରେ। ଏବେ ସେମାନନେ ବନିଯାଇଛନ୍ତି ବଲିଉଡର ଭାଇଭାଇ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe