/odisha-reporter/media/post_attachments/uploads/2016/09/atif-aslam-759.jpg)
atif-aslam
ମୁମ୍ବାଇ: ସୌକତ ଅଲ୍ଲୀଙ୍କ ପରେ ପାକିସ୍ତାନ ଗାୟକ ଆତୀଫ ଅସଲମଙ୍କ ଭାରତରେ ସଙ୍ଗୀତ ପରିବେଷଣକୁ ନେଇ ରୋକ ଲଗାଯାଛି। ୧୫ ଅକ୍ଟୋବରରେ ଗୁରଗାଁଓ ହେବାକୁ ଥିବା ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆତୀଫଙ୍କ ଆସିବାର ଥିଲା। କାର୍ଯ୍ୟକ୍ରମର ଅଧିକାରୀଙ୍କ ସୂଚନା ମୁତାବକ ଉରୀ ଆକ୍ରମଣ ପରେ ଭାରତ, ପାକିସ୍ତାନ ସଂପର୍କରେ ଦେଖାଦେଇଥିବା ଅସନ୍ତୋଷ ବାତାବରଣ କାରଣରୁ ହିଁ କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
