Advertisment

ପାକିସ୍ତାନୀ ଗାୟକ ସୌକତ ଅଲ୍ଲୀଙ୍କ ପରେ ଆତୀଫ ଅସଲମଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରଦ୍ଦ

ମୁମ୍ବାଇ: ସୌକତ ଅଲ୍ଲୀଙ୍କ ପରେ ପାକିସ୍ତାନ ଗାୟକ ଆତୀଫ ଅସଲମଙ୍କ ଭାରତରେ ସଙ୍ଗୀତ ପରିବେଷଣକୁ ନେଇ ରୋକ ଲଗାଯାଛି। ୧୫ ଅକ୍ଟୋବରରେ ଗୁରଗାଁଓ ହେବାକୁ ଥିବା ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆତୀଫଙ୍କ ଆସିବାର ଥିଲା। କାର୍ଯ୍ୟକ୍ରମର ଅଧିକାରୀଙ୍କ ସୂଚନା ମୁତାବକ ଉରୀ ଆକ୍ରମଣ ପରେ ଭାରତ, ପାକିସ୍ତାନ ସଂପର୍କରେ ଦେଖାଦେଇଥିବା ଅସନ୍ତୋଷ ବାତାବରଣ କାରଣରୁ ହିଁ କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

atif-aslam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe