ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ ଶୋ' 'ଭାବିଜୀ ଘର୍ ପର୍ ହୈ'ର ଗୋରୀ ମେମ୍ ଓରଫ୍ ସୌମ୍ୟା ଟଣ୍ଡନ୍ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସୌମ୍ୟା ଟ୍ୱିଟ୍ କରି ଏହି ଖବର ଦେବା ସହ କିଛି ଫଟୋ ମଧ୍ୟ ଶେଆର୍ କରିଛନ୍ତି।
ସୌମ୍ୟା ଟ୍ୱିଟରେ ଲେଖିଛନ୍ତି, 'ଏହି ଘଟଣାରୁ ମୁଁ ଏକ ଲେସନ୍ ପାଇଲି। କେବେ ମଧ୍ୟ ଲିକ୍ୱିଡ୍ ମଶା କଏଲକୁ ନିଜ ବେଡ୍ ପାଖରେ ରଖିବା ଉଚିତ ନୁହେଁ। ସ୍ୱିଚ୍ ଓ ପ୍ଲଗ୍ କନେକ୍ସନ୍ କରିବା ସମୟରେ ଧ୍ୟାନ ଦେବା ଉଚିତ୍' । ଏହି ଅଗ୍ନିକାଣ୍ଡରେ ସୌମ୍ୟାଙ୍କୁ କୌଣସି କ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରଶଂସକ ସୌମ୍ୟାଙ୍କ ଭଲମନ୍ଦ ପଚାରି ବୁଝୁଛନ୍ତି ।
ନିକଟରେ ସୌମ୍ୟା ମା' ହେବାର ସୌଭାଗ୍ୟ ଲାଭ କରିଛନ୍ତି ଏବଂ ସେଥିପାଇଁ ସେ ଶୋ'ରୁ କିଛିଦିନ ବିରତି ନେଇଥିଲେ। ଏବେ ସୌମ୍ୟା ତାଙ୍କ ପୁଅର ନାମକରଣ ପାଇଁ ଏକ ଭଲ ନାଁ ସଜେଷ୍ଟ୍ କରିବା ପାଇଁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।
https://twitter.com/saumyatandon/status/1098418665043546112
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Entertainment
ମିସ୍ ୟୁନିଭର୍ସ ୨୦୨୪; ମୁକୁଟରେ ଲାଗିଛି ହୀରା ସାଙ୍ଗକୁ ୨୩ ପ୍ରକାରର ସୁବର୍ଣ୍ଣ ମୋତି
୭୩ତମ ମିସ୍ ୟୁନିଭର୍ସ କ୍ରାଉନର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ଦିଆଯାଇଛି।
Entertainment
ଡେନମାର୍କର ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ ୨୦୨୪
୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଡେନମାର୍କ ପ୍ରତିଯୋଗୀ ହୋଇଛନ୍ତି ଚଳିତ ବର୍ଷର ମିସ୍ ୟୁନିଭର୍ସ।
Bollywood
ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ ଅଭିନେତ୍ରୀ
ଶନିବାର ହାଇଦ୍ରାବାଦରୁ ପୁଲିସ ତାଙ୍କୁ ଗିରଫ କରିଛି।
National
ଠକଙ୍କ ହାବୁଡ଼ରେ ପଡ଼ିଗଲେ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା, ବଡ଼ ସରକାରୀ ପଦପଦବୀର ଆଶା ଦେଖାଇ ନେଇଗଲେ ୨୫ ଲକ୍ଷ
ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କ ବିଶ୍ୱାସ ଜିତିବା ପରେ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।