ଓଲିଉଡ୍ ହ୍ୟାଣ୍ଡସମ୍‌ ହିରୋଙ୍କ ହାତରେ ହ୍ୟାଣ୍ଡକପ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ତାଙ୍କ ପ୍ରେମିକାଙ୍କୁ ପ୍ରତାରଣା କରିଛନ୍ତି। ଲଭ୍‌, ସେକ୍ସ ଓ ଧୋକାରେ ଫସିଛନ୍ତି। ପ୍ରେମିକାଙ୍କ ଅଭିଯୋଗ ପରେ ପାହଳା ଥାନା ପୁଲିସ୍‌ ଅଭିନେତାଙ୍କୁ ଗିରଫ କରିଛି। ଗିରଫ ଅଭିନେତା ହେଲେ ଏମ.ସୁମନ କୁମାର। ଓଲିଉଡ୍‌ର ଚର୍ଚ୍ଚିତ ଚେହେରା ହେଉଛନ୍ତି ଏମ.ସୁମନ କୁମାର। ସେ ବହୁ ଧାରାବାହିକରେ ଅଭିନୟ ମଧ୍ୟ କରିଛନ୍ତି। ଟେଲି ପରଦାରେ ଅଭିନୟ କରୁଥିବା ଏହି ହ୍ୟାଣ୍ଡସମ୍‌ ହୀରୋ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ […]

Hero

Hero

Manoranjan Sial
  • Published: Sunday, 24 April 2022
  • Updated: 24 April 2022, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ତାଙ୍କ ପ୍ରେମିକାଙ୍କୁ ପ୍ରତାରଣା କରିଛନ୍ତି। ଲଭ୍‌, ସେକ୍ସ ଓ ଧୋକାରେ ଫସିଛନ୍ତି। ପ୍ରେମିକାଙ୍କ ଅଭିଯୋଗ ପରେ ପାହଳା ଥାନା ପୁଲିସ୍‌ ଅଭିନେତାଙ୍କୁ ଗିରଫ କରିଛି। ଗିରଫ ଅଭିନେତା ହେଲେ ଏମ.ସୁମନ କୁମାର।

ଓଲିଉଡ୍‌ର ଚର୍ଚ୍ଚିତ ଚେହେରା ହେଉଛନ୍ତି ଏମ.ସୁମନ କୁମାର। ସେ ବହୁ ଧାରାବାହିକରେ ଅଭିନୟ ମଧ୍ୟ କରିଛନ୍ତି। ଟେଲି ପରଦାରେ ଅଭିନୟ କରୁଥିବା ଏହି ହ୍ୟାଣ୍ଡସମ୍‌ ହୀରୋ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଉଭର ପରସ୍ପର ନିକଟତର ହୋଇଥିଲେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷର ପ୍ରେମ ସମ୍ପର୍କ। ଉଭୟଙ୍କ ପ୍ରେମ ସମ୍ପର୍କ ଦୁଇ ପରିବାର ଜାଣିଥିଲେ। ଏହା ପରେ ଉଭୟ ଭୁବନେଶ୍ୱର ଉପକଣ୍ଠ ହଂସପାଳରେ ଏକ ଭଡ଼ା ଘରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ନଭେମ୍ୱରରେ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ।

ଗତ କିଛି ଦିନ ହେଲା ସୁମନ ଆଉ ଧରାଛୁଆଁ ଦେଉନାହାନ୍ତି। ଫୋନ୍‌ କଲେ ଉଠାଉ ନାହାନ୍ତି। ହଂସାପଳ ସ୍ଥିତ ଭଡ଼ା ଘରକୁ ଆସୁନଥିବା ଅଭିଯୋଗ ହୋଇଛି। ବାହା ହେବେନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ସେ ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ତାଙ୍କ ପ୍ରେମିକା। ଏହା ପରେ ଯୁବତୀ ଜଣକ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକ ଏମ୍‌. ସୁମନ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ କହିବା ଅନୁସାରେ ମିଲନ୍‌ ପୂର୍ବରୁ ବହୁ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ। ଏହା ଜାଣି ପାଷ୍ଟ ବୋଲି ଭାବି ତାଙ୍କୁ ଭଲ ପାଇଥିଲି। ଆମ ଭଲ ପାଇବା ସମ୍ପର୍କରେ ମୁଁ ଓ ସେ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ଏବେ ସେ ମୋ ସହିତ ମିଛ ପ୍ରତାରଣାର ଖେଳ ଖେଳୁଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story