ରିଲିଜ୍ ହେଲା ‘ଦିଲୱାଲେ’ର ସଙ୍ଗ୍ ‘ରଙ୍ଗ ଦେ ମୋହେ ଗେରୁଆ’

ମୁମ୍ବାଇ: ‘ଦିଲୱାଲେ’ର ଫାଷ୍ଟ ସଙ୍ଗ ‘ଗେରୁଆ’ ଫ।ଇନାଲି ହୋଇଛି ରିଲିଜ୍। ଏଥିରେ ଷ୍ଟନିଂ ଲାଗୁଛନ୍ତି କାଜୋଲ୍। ‘କଭିଖୁସି କଭିଗମ୍’ ପରେ ଏମିତି ଏକ ରୋମାଣ୍ଟିକ ନମ୍ୱରରେ ଦେଖିବାକୁ ମିଳିଛି ଶାହାରୁଖ-କାଜୋଲଙ୍କୁ। ଉତ୍ତମ ଗ୍ରାଫିକସ୍, କଷ୍ଟ୍ୟୁମ୍ ଓ ଲୋକେସନ୍ ଗୀତଟିକୁ ବେଶ୍ ରୁଦ୍ଧିମନ୍ତ କରିଛି। ଖାସ୍ କରି ଆଇସ୍ ପିସ୍ ଉପରେ ଏସ୍ଆରକେ-କାଜୋଲଙ୍କ ରୋମାଣ୍ଟିକ ଡ୍ୟାନ୍ସ ଟେରିଫିକ୍ ହେଇଛି। ଗୀତରେ ପ୍ରୀତମ ନାଇନ୍ଟିସ୍ ମ୍ୟୁଜିକରେ ଟଚ୍ ଦେଇଛନ୍ତି। କାଜୋଲ-ଶାହାରୁଖଙ୍କ ଲଭ୍ କେମେଷ୍ଟ୍ରିରେ ଚାରଚାନ୍ଦ ଲଗାଇଛନ୍ତି ଅରିଜିତ୍ ଓ ଅନ୍ତରାଙ୍କ ସୋଲଫୁଲ ଭଏସ୍।

ଏହି ଚଳଚ୍ଚିତ୍ର ଆସନ୍ତା ଡିସେମ୍ବର ୧୮ ତାରିଖରେ ରିଲିଜ୍ ହେବ। ଏନେଇ ବେଶ୍ ଉତ୍ସାହିତ ଅଛି ପୂରା ଟିମ୍।