/odisha-reporter/media/post_attachments/uploads/2015/11/SRK-Kajol-Gerua-580x350.jpg)
SRK-Kajol-Gerua
[embed] style="text-align: justify">ମୁମ୍ବାଇ: ‘ଦିଲୱାଲେ’ର ଫାଷ୍ଟ ସଙ୍ଗ ‘ଗେରୁଆ’ ଫ।ଇନାଲି ହୋଇଛି ରିଲିଜ୍। ଏଥିରେ ଷ୍ଟନିଂ ଲାଗୁଛନ୍ତି କାଜୋଲ୍। ‘କଭିଖୁସି କଭିଗମ୍’ ପରେ ଏମିତି ଏକ ରୋମାଣ୍ଟିକ ନମ୍ୱରରେ ଦେଖିବାକୁ ମିଳିଛି ଶାହାରୁଖ-କାଜୋଲଙ୍କୁ। ଉତ୍ତମ ଗ୍ରାଫିକସ୍, କଷ୍ଟ୍ୟୁମ୍ ଓ ଲୋକେସନ୍ ଗୀତଟିକୁ ବେଶ୍ ରୁଦ୍ଧିମନ୍ତ କରିଛି। ଖାସ୍ କରି ଆଇସ୍ ପିସ୍ ଉପରେ ଏସ୍ଆରକେ-କାଜୋଲଙ୍କ ରୋମାଣ୍ଟିକ ଡ୍ୟାନ୍ସ ଟେରିଫିକ୍ ହେଇଛି। ଗୀତରେ ପ୍ରୀତମ ନାଇନ୍ଟିସ୍ ମ୍ୟୁଜିକରେ ଟଚ୍ ଦେଇଛନ୍ତି। କାଜୋଲ-ଶାହାରୁଖଙ୍କ ଲଭ୍ କେମେଷ୍ଟ୍ରିରେ ଚାରଚାନ୍ଦ ଲଗାଇଛନ୍ତି ଅରିଜିତ୍ ଓ ଅନ୍ତରାଙ୍କ ସୋଲଫୁଲ ଭଏସ୍।
Advertisment
ଏହି ଚଳଚ୍ଚିତ୍ର ଆସନ୍ତା ଡିସେମ୍ବର ୧୮ ତାରିଖରେ ରିଲିଜ୍ ହେବ। ଏନେଇ ବେଶ୍ ଉତ୍ସାହିତ ଅଛି ପୂରା ଟିମ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
