Advertisment

୨୮ ବର୍ଷ ପରେ ସ୍ନାତକ ଡିଗ୍ରୀ ଗ୍ରହଣ କଲେ ଶାହାରୁଖ୍

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହାରୁକ୍‌ ଗ୍ରହଣ କରିଛନ୍ତି ତାଙ୍କର ସ୍ନାତକ ଡିଗ୍ରୀ। ତାହା ପୁଣି ବର୍ଷ କି ଦି ବର୍ଷ ନୁହେଁ ଦୀର୍ଘ ୨୮ ବର୍ଷ ପରେ। ହନ୍ସରାଜ କଲେଜ୍‌ରୁ ସେ ଏହି ଡଗ୍ରୀ ଗ୍ରହଣ କରିଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜରେ ୧୯୮୮ରେ ପଢୁଥିଲେ। ଏନେଇ ତାଙ୍କ ଟ୍ୱିଟର ପେଜ୍‌ରେ ଏକ ଭଡିଓ ପୋଷ୍ଟ କରିବା ସହ କଲେଜ ମେଟ୍ ଓ ଫାକଲ୍ଟିଙ୍କୁ ଧନ୍ୟବାଦ ଦେଇଛନ୍ତି।  ଡିଗ୍ରୀ ଗ୍ରହଣ କରିବା ଅବସରରେ ସେ […]

author-image
Rakesh Mallick
୨୮ ବର୍ଷ ପରେ ସ୍ନାତକ ଡିଗ୍ରୀ ଗ୍ରହଣ କଲେ ଶାହାରୁଖ୍

srk

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହାରୁକ୍‌ ଗ୍ରହଣ କରିଛନ୍ତି ତାଙ୍କର ସ୍ନାତକ ଡିଗ୍ରୀ। ତାହା ପୁଣି ବର୍ଷ କି ଦି ବର୍ଷ ନୁହେଁ ଦୀର୍ଘ ୨୮ ବର୍ଷ ପରେ। ହନ୍ସରାଜ କଲେଜ୍‌ରୁ ସେ ଏହି ଡଗ୍ରୀ ଗ୍ରହଣ କରିଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜରେ ୧୯୮୮ରେ ପଢୁଥିଲେ। ଏନେଇ ତାଙ୍କ ଟ୍ୱିଟର ପେଜ୍‌ରେ ଏକ ଭଡିଓ ପୋଷ୍ଟ କରିବା ସହ କଲେଜ ମେଟ୍ ଓ ଫାକଲ୍ଟିଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment

[embed]https://twitter.com/iamsrk/status/699598875460374530?ref_src=twsrc%5Etfw[/embed]

 ଡିଗ୍ରୀ ଗ୍ରହଣ କରିବା ଅବସରରେ ସେ ଛାତ୍ରଛାତ୍ରୀଙ୍କୁ  ନିଜ କଲେଜ ଜୀବନର ଅନୁଭୂତି କଥା କହିଥିଲେ। ଏହାସହ ସେ ତାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଫ୍ୟାନ’କୁ ମଧ୍ୟ ପ୍ରମୋସନ୍ କରିଥିଲେ।

Advertisment