Advertisment

ଆଜି ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଫିଲ୍ମ 'ଡଙ୍କି'

ରିଲିଜ ପୂର୍ବରୁ ଦୁଇ ବହୁ ପ୍ରତିକ୍ଷିତ ଫିଲ୍ମ ଡଙ୍କି ଓ ସାଲାର ମଧ୍ୟରେ ଟକ୍କର ଆରମ୍ଭ ହୋଇଛି।

author-image
Manoj Swain

ରିଲିଜ ପୂର୍ବରୁ ଦୁଇ ବହୁ ପ୍ରତିକ୍ଷିତ ଫିଲ୍ମ ଡଙ୍କି ଓ ସାଲାର ମଧ୍ୟରେ ଟକ୍କର ଆରମ୍ଭ ହୋଇଛି। ନୂଆ ରେକର୍ଡ ସୃଷ୍ଟି କରିବା ପାଇଁ ରେସରେ ଲାଗିଛନ୍ତି ଶାହରୁଖ ଖାନଙ୍କ ସହ ପ୍ରଭାସ। ଆଜି କିଙ୍ଗ୍ ଖାନଙ୍କ 'ଡଙ୍କି' ରିଲିଜ୍ ହୋଇଥିବାବେଳେ ଶୁକ୍ରବାର ପରଦାକୁ ଆସୁଛି 'ସାଲାର'।

Advertisment
Prabhas Shah Rukh Khan SRK Dunki Release Dunki