ବଲିଉଡ୍ ଡେବ୍ୟୁ କରିବେ ଶାହିର୍ !

ମୁମ୍ବାଇ: ଟେଲିଭିଜନ୍ ଷ୍ଟାର୍‌ ଶାହିର୍ ଶେଖ୍ ନିଜ ଅଭିନୟ ବଳରେ ଦର୍ଶକଙ୍କ ମନ ଜିତି ସାରିଛନ୍ତି। ନିଆରା ଅଭିନୟ ଓ କୁଲ୍ ଅନ୍ଦାଜ୍ ଯୋଗୁ ଖୁବ୍ କମ୍ ଦିନରେ ସେ ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ନିଜ ନାଁ ସାମିଲ୍ କରିପାରିଥିଲେ। ଆଉ ଏବେ ଶାହିର ଛୋଟ ପରଦାରୁ ବଡ଼ ପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ସେ ‘ୟଶରାଜ ଫିଲ୍ମସ୍’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। https://www.instagram.com/p/B-OmUOnBepn/?utm_source=ig_web_copy_link ଶାହିରଙ୍କ ଫ୍ୟାନ୍‌ମାନେ ଇନ୍‌ଷ୍ଟାଗ୍ରାମ୍‌ରେ […]

shaheer

shaheer

Chinmayee Roy
  • Published: Tuesday, 31 March 2020
  • Updated: 31 March 2020, 10:35 AM IST

Sports

Latest News

ମୁମ୍ବାଇ: ଟେଲିଭିଜନ୍ ଷ୍ଟାର୍‌ ଶାହିର୍ ଶେଖ୍ ନିଜ ଅଭିନୟ ବଳରେ ଦର୍ଶକଙ୍କ ମନ ଜିତି ସାରିଛନ୍ତି। ନିଆରା ଅଭିନୟ ଓ କୁଲ୍ ଅନ୍ଦାଜ୍ ଯୋଗୁ ଖୁବ୍ କମ୍ ଦିନରେ ସେ ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ନିଜ ନାଁ ସାମିଲ୍ କରିପାରିଥିଲେ। ଆଉ ଏବେ ଶାହିର ଛୋଟ ପରଦାରୁ ବଡ଼ ପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ସେ ‘ୟଶରାଜ ଫିଲ୍ମସ୍’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

https://www.instagram.com/p/B-OmUOnBepn/?utm_source=ig_web_copy_link

ଶାହିରଙ୍କ ଫ୍ୟାନ୍‌ମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଏକ ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ସେ ୟଶରାଜ୍ ଫିଲ୍ମସ୍‌ର କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ସହ ଅଛନ୍ତି। ଏହି ଫଟୋରୁ ଅନୁମାନ କରାଯାଉଛି ଯେ ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୂର୍ବରୁ ମଧ୍ୟ ଶାନୁ ଶର୍ମାଙ୍କ ସହ ଶାହିରଙ୍କ ଏକ ଫଟୋ ଭାଇରାଲ୍‌ ହୋଇଥିଲା। ଏଥିରୁ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ ଶାହିର ୟଶରାଜ୍ ଫିଲ୍ମସ୍ ଦ୍ୱାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅବଶ୍ୟ ସେତେବେଳେ ପ୍ରକାଶିତ ଏଭଳି କିଛି ରିପୋର୍ଟକୁ ନିଜେ ଶାହିର ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ସେମିତି କିଛି ଘଟି ନାହିଁ। ତେବେ ପୁଣିଥରେ ଶାନୁଙ୍କ ସହିତ ତାଙ୍କୁ ଦେଖି ପ୍ରଶଂସକମାନେ ତାଙ୍କ ବଲିଉଡ୍ ଡେବ୍ୟୁ ନେଇ କଳ୍ପନାଜଳ୍ପନା ଆରମ୍ଭ କରିଦେଲେଣି।

https://www.instagram.com/p/B9B95Eunz0G/?utm_source=ig_web_copy_link

ଶାହିର ୨୦୧୧ରେ ଆସିଥିବା ସିରିଏଲ୍ ‘ନବ୍ୟା’ରେ ପ୍ରଥମଥର ପାଇଁ ଲିଡ୍ ରୋଲ୍ ପ୍ଲେ କରିଥିଲେ। ଏଥିରେ ତାଙ୍କ ଅଭିନୟ ଯୁବପିଢ଼ିଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହା ପରେ ସେ ସିରିଏଲ୍ ‘କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେଭି’ରେ ଦେବ୍ ଦୀକ୍ଷିତ୍ ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଏହାପରେ ହିଟ୍ ସିରିଏଲ୍ ‘ମହାଭାରତ’ରେ ଅର୍ଜୁନଙ୍କ ଚରିତ୍ରରେ ମଧ୍ୟ ତାଙ୍କୁ ଢେର୍ ପ୍ରଶଂସା ମିଳିଥିଲା। ଏବେ ସେ ‘ୟେ ରିସ୍ତେ ହୈ ପ୍ୟାର୍ କେ’ରେ ଅଛନ୍ତି। ଏହି ସିରିଏଲରେ ଶାହିରଙ୍କ ଚରିତ୍ରକୁ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି।

https://www.instagram.com/p/B-R0huYnAr6/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story