ମୁମ୍ବାଇ: କିଛି ଦିନ ଧରି ସୋଶାଲ୍ ମିଡିଆରେ ଏକ ଚର୍ଚ୍ଚା ଚାଲିଥିଲା ଯେ ବଲିଉଡ୍ ଷ୍ଟାର୍ ଶାହିଦ୍ କପୁର୍ କ୍ୟାନସର୍ରେ ପୀଡ଼ିତ। ଏବେ ଏ ସମ୍ପର୍କରେ ନିଜେ ଶାହିଦ୍ କପୁର୍ ମୁହଁ ଖୋଲିଛନ୍ତି। ଏଭଳି ଚର୍ଚ୍ଚାକୁ 'ତୁଚ୍ଛା ଗୁଜବ' ବୋଲି ଶାହିଦ୍ କହିଛନ୍ତି।
ଶାଦିଦ୍ ଟ୍ୱିଟ୍ କରି କହିଛନ୍ତି, "ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣମାନେ ଏଭଳି ଏକ୍ଦମ୍ ବାଜେ କଥାରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ।"
ଶାହିଦ୍ଙ୍କ ଏହି ଟ୍ୱିଟ୍ ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ସୋଶାଲ୍ ମିଡିଆରେ ହେଉଥିବା ଏଭଳି ଗୁଜବ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଏଭଳି ଗୁଜବ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏପରି କରିବା ମଧ୍ୟ ଠିକ୍ ନୁହେଁ ବୋଲି ଶାହିଦ୍ଙ୍କ ସମ୍ପର୍କୀୟ କହିଥିଲେ।
କିଛି ଦିନ ତଳେ ସୋଶାଲ୍ ମିଡିଆରେ ପ୍ରଚାର ହୋଇଥିଲା ଯେ ଶାହିଦ୍ କପୁର୍ ପାକସ୍ଥଳୀ କ୍ୟାନସର୍,ଷ୍ଟେଜ୍-୧ରେ ଆକ୍ରାନ୍ତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଚର୍ଚ୍ଚାରେ ସୈଫ ଓ କରୀନାଙ୍କ ଘର
ଦାମୀ ଜାଗାରେ ଘର କରିଛନ୍ତି ସୈଫ ଓ କରୀନା। କିନ୍ତୁ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।