Advertisment

'କଵୀର ସିଂ' ପାଇଁ ସାହିଦ ନଥିଲେ ପ୍ରଥମ ପସନ୍ଦ: ଏହି ଅଭିନେତାଙ୍କୁ ମିଳିଥିଲା ପ୍ରଥମେ ଅଫର୍‌

ମୁମ୍ବାଇ: ରିଲିଜ୍‌ ହେବାକୁ ଯାଉଛି ବଲିଉଡ୍‌ ଫିଲ୍ମ ‘କଵୀର ସିଂ’ଏଥିରେ ଜବରଦସ୍ତ ଭୂମିକାରେ ଅଭିନୟ କରିଛନ୍ତି ସାହିଦ କପୁର। ପିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାହିଦ କପୁର ଏବଂ କିଆରା ଆଡଭାନି। ତେବେ ଟ୍ରେଲର ରିଲିଜ୍‌ ହେବାପରେ ସାଦିଦ୍‌ଙ୍କ  ଅଭିନୟ ନେଇ ସବୁଠି ଚର୍ଚ୍ଚା ଚାଲିଛି। ତେବେ କଵୀର ସିଂ ପିଲ୍ମ ପାଇଁ ସାହିଦ ବାହାବା ଲୁଟୁଥିବା ବେଳେ ଏହି ଫିଲ୍ମ ପାଇଁ ସାହିଦ ପ୍ରଥମ ପସନ୍ଦ ନଥିବା କହିଛନ୍ତି […]

ଅଦ୍ୟତନ ହୋଇଛି
'କଵୀର ସିଂ' ପାଇଁ ସାହିଦ ନଥିଲେ ପ୍ରଥମ ପସନ୍ଦ: ଏହି ଅଭିନେତାଙ୍କୁ ମିଳିଥିଲା ପ୍ରଥମେ ଅଫର୍‌

_261b3c66-d8ea-11e8-997b-9e

Advertisment
ମୁମ୍ବାଇ: ରିଲିଜ୍‌ ହେବାକୁ ଯାଉଛି ବଲିଉଡ୍‌ ଫିଲ୍ମ ‘କଵୀର ସିଂ’ଏଥିରେ ଜବରଦସ୍ତ ଭୂମିକାରେ ଅଭିନୟ କରିଛନ୍ତି ସାହିଦ କପୁର। ପିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାହିଦ କପୁର ଏବଂ କିଆରା ଆଡଭାନି। ତେବେ ଟ୍ରେଲର ରିଲିଜ୍‌ ହେବାପରେ ସାଦିଦ୍‌ଙ୍କ  ଅଭିନୟ ନେଇ ସବୁଠି ଚର୍ଚ୍ଚା ଚାଲିଛି।
Advertisment
publive-imageତେବେ କଵୀର ସିଂ ପିଲ୍ମ ପାଇଁ ସାହିଦ ବାହାବା ଲୁଟୁଥିବା ବେଳେ ଏହି ଫିଲ୍ମ ପାଇଁ ସାହିଦ ପ୍ରଥମ ପସନ୍ଦ ନଥିବା କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ଭାଙ୍ଗା। ସାହିଦଙ୍କ ପୂର୍ବରୁ ସେ ଅର୍ଜୁନ କପୁରଙ୍କୁ ଏଥିପାଇଁ  ପସ୍ତାବ ଦେଇଥିଲେ କିନ୍ତୁ ସେ ମନା କରିବାରୁ ପରେ ସେ ସାହିଦଙ୍କ ସହ କଥା ହୋଇଥିଲେ। ଅନ୍ୟପଟେ କିଆରା ଆଡଭାନି ମେକରଙ୍କର ପ୍ରଥମ ପସନ୍ଦ ଥିଲେ।
publive-imageକବିର ସିଂ ଫିଲ୍ମଟି ସାଉଥ୍ ଫିଲ୍ମ 'ଅର୍ଜୁନ ରେଡି'ର ରିମେକ। ଏଥିରେ ସାହିଦ ଏକ ମେଡିକାଲ କଲେଜର ପ୍ରଫେସର ଭାବେ ନଜର ଆସିଥିବା ବେଳେ କିଆରା ତାଙ୍କ ଛାତ୍ରୀ ଭାବେ ନଜର ଆସିଛନ୍ତି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe