ନିଜ ଜନ୍ମ ଦିନର ଶାହାରୁଖ୍‌ ପ୍ରଥମେ କେକ୍‌ କାହାକୁ ଖୁଆଇଲେ, ଜାଣିଛନ୍ତି ?

ମୁମ୍ବାଇ: ବଲିଉଡ୍‌ ରୋମାନ୍ସ କିଙ୍ଗ୍‌ ଶାହାରୁଖ୍‌ ଖାନ୍‌ ଆଜି ତାଙ୍କର ୫୩ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏହି ଦିନଟି ତାଙ୍କ ପାଇଁ ଯେତିକି ଖାସ୍‌ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ବି ସେତିକି ଖାସ୍‌। ଆଉ ସେମାନେ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରାତି ୧୨ ଟାରେ ମନ୍ନତ(ଶାହାରୁଖ୍‌ଙ୍କ ଘର) ସମ୍ମୁଖରେ ଏକାଠି  ହୋଇଥିଲେ। ଶାହାରୁଖ୍‌ ଏଥର ଜନ୍ମ ଦିବସକୁ ନିଜ ପରିବାର ସହ ମଧ୍ୟ ପାଳିଛନ୍ତି। କେକ୍‌ ବି କାଟିଛନ୍ତି। ଆଉ କେକ୍‌ କାଟିବା  ପରେ […]

12

12

Mihir Pattnayak
  • Published: Friday, 02 November 2018
  • Updated: 03 November 2018, 12:31 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ରୋମାନ୍ସ କିଙ୍ଗ୍‌ ଶାହାରୁଖ୍‌ ଖାନ୍‌ ଆଜି ତାଙ୍କର ୫୩ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏହି ଦିନଟି ତାଙ୍କ ପାଇଁ ଯେତିକି ଖାସ୍‌ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ବି ସେତିକି ଖାସ୍‌। ଆଉ ସେମାନେ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରାତି ୧୨ ଟାରେ ମନ୍ନତ(ଶାହାରୁଖ୍‌ଙ୍କ ଘର) ସମ୍ମୁଖରେ ଏକାଠି  ହୋଇଥିଲେ।

ଶାହାରୁଖ୍‌ ଏଥର ଜନ୍ମ ଦିବସକୁ ନିଜ ପରିବାର ସହ ମଧ୍ୟ ପାଳିଛନ୍ତି। କେକ୍‌ ବି କାଟିଛନ୍ତି। ଆଉ କେକ୍‌ କାଟିବା  ପରେ ସର୍ବ ପ୍ରଥମେ ପତ୍ନୀ ଗୌରୀ ଖାନ୍‌ଙ୍କୁ କେକ୍‌ ଖୁଆଇଛନ୍ତି। ଆଉ ତା ପରେ  ଘର ସାମ୍ନାରେ ଅପେକ୍ଷା କରିଥିବା ଫ୍ୟାନ୍‌ମାନଙ୍କୁ ବି ସେ ସାକ୍ଷାତ କରିଛନ୍ତି।

ସୂଚନାଯୋଗ୍ୟ, ଇଦ୍‌ ହେଉକି କି ଅନ୍ୟ କୌଣସି ପର୍ବ, ଶାହାରୁଖ୍‌ ସବୁବେଳେ ନିଜ ଫ୍ୟାନ୍‌ମାନଙ୍କୁ ସାକ୍ଷାତ କରିବା ପାଇଁ ଘର ବାହାରକୁ ନିଶ୍ଚିତ ଆସନ୍ତି। ଫ୍ୟାନ୍‌ମାନେ ବି ତାଙ୍କ ପାଇଁ ପ୍ରତି ବର୍ଷ କେକ୍‌ ଆଣି ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି।

ଏଥର ଶାହାରୁଖ୍‌ ଫ୍ୟାନ୍‌ମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ବି ଦେଇଛନ୍ତି। ସେ ରିଟର୍ଣ୍ଣ ଗିଫ୍ଟ କ’ଣ ଜାଣିଛନ୍ତି। ତାହା ହେଉଛି ତାଙ୍କ ଫିଲ୍ମ ‘ଜିରୋ’। ତାଙ୍କ ଜନ୍ମ ଦିନ ଅବସରରେ ସେ ତାଙ୍କ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story