/odisha-reporter/media/post_attachments/uploads/2016/09/saktatrina.jpg)
saktatrina
ମୁମ୍ବାଇ: ନିର୍ଦ୍ଦେଶକ ଆନନ୍ଦ ରାୟଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଖାଁଙ୍କ ହୀରୋଇନ୍ କିଏ ହେବ ତାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ କଟ୍ରିନା କୈଫ୍ଙ୍କ ନାଁରେ ବାଜିଛି ମୋହର। ଏହା ପୂର୍ବରୁ ଦୁହେଁ ୨୦୧୨ରେ “ଜବ୍ ତକ୍ ହେଁ ଜାନ୍”ରେ ଏକାଠି ଅଭିନୟ କରିଥିଲେ।
Advertisment
ଆନନ୍ଦ ରାୟ ତାଙ୍କର ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଦେଇ ନାହାନ୍ତି। ତେବେ ଫିଲ୍ମଟିର ନାଁ ‘ବନ୍ଧୁଆ’ ରଖାଯାଇଛି ବୋଲି ବି-ଟାଉନ୍ରେ ବଡ଼ ଚର୍ଚ୍ଚା ହେଉଛି। ୨୦୧୮ରେ ଏହି ଫିଲ୍ମ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
