Advertisment

ପୁଣି ସ୍କ୍ରିନ୍ ସେୟାର କରିବେ ଶାହାରୁଖ ଓ କଟ୍ରିନା

ମୁମ୍ବାଇ: ନିର୍ଦ୍ଦେଶକ ଆନନ୍ଦ ରାୟଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଖାଁଙ୍କ ହୀରୋଇନ୍ କିଏ ହେବ ତାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ କଟ୍ରିନା କୈଫ୍‌ଙ୍କ ନାଁରେ ବାଜିଛି ମୋହର। ଏହା ପୂର୍ବରୁ ଦୁହେଁ ୨୦୧୨ରେ “ଜବ୍ ତକ୍ ହେଁ ଜାନ୍”ରେ ଏକାଠି ଅଭିନୟ କରିଥିଲେ। ଆନନ୍ଦ ରାୟ ତାଙ୍କର ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଦେଇ ନାହାନ୍ତି। ତେବେ ଫିଲ୍ମଟିର ନାଁ ‘ବନ୍ଧୁଆ’ ରଖାଯାଇଛି ବୋଲି ବି-ଟାଉନ୍‌ରେ ବଡ଼ ଚର୍ଚ୍ଚା ହେଉଛି। ୨୦୧୮ରେ ଏହି ଫିଲ୍ମ […]

ପୁଣି ସ୍କ୍ରିନ୍ ସେୟାର କରିବେ ଶାହାରୁଖ ଓ କଟ୍ରିନା

saktatrina

Advertisment

ମୁମ୍ବାଇ: ନିର୍ଦ୍ଦେଶକ ଆନନ୍ଦ ରାୟଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଖାଁଙ୍କ ହୀରୋଇନ୍ କିଏ ହେବ ତାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ କଟ୍ରିନା କୈଫ୍‌ଙ୍କ ନାଁରେ ବାଜିଛି ମୋହର। ଏହା ପୂର୍ବରୁ ଦୁହେଁ ୨୦୧୨ରେ “ଜବ୍ ତକ୍ ହେଁ ଜାନ୍”ରେ ଏକାଠି ଅଭିନୟ କରିଥିଲେ।

Advertisment

ଆନନ୍ଦ ରାୟ ତାଙ୍କର ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଦେଇ ନାହାନ୍ତି। ତେବେ ଫିଲ୍ମଟିର ନାଁ ‘ବନ୍ଧୁଆ’ ରଖାଯାଇଛି ବୋଲି ବି-ଟାଉନ୍‌ରେ ବଡ଼ ଚର୍ଚ୍ଚା ହେଉଛି। ୨୦୧୮ରେ ଏହି ଫିଲ୍ମ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe