ସୁଶାନ୍ତଙ୍କ ପାଇଁ ପୁଣି ଉଠିଲା ସ୍ୱର

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ପୁଣି ଉଠିଲା ସ୍ୱର । ତାଙ୍କ ମୃତ୍ୟୁ ତଦନ୍ତକୁ ନେଇ ସ୍ୱର ଉଠାଇଛନ୍ତି  ଅଭିନେତା ଶେଖର ସୁମନ । ଡିଜିଟାଲ ପ୍ଲାଟଫର୍ମରେ ମହା ଆନ୍ଦୋଳନ କରିବାକୁ ସେ ସମସ୍ତ ଗଣମାଧ୍ୟମକୁ ନିବେଦନ କରିଛନ୍ତି । ସେ ରବିବାଟ ଟ୍ୱିଟ କରି କହିଛନ୍ତି, ସୁଶାନ୍ତ ମୃତ୍ୟୁକୁ ୬ ମାସ ପୂରଣ ହୋଇଗଲାଣି । ଆଜି ବି ଏହି ମାମଲାରେ ନ୍ୟାୟ ମିଳି ନାହିଁ । ଦୋଷୀଙ୍କୁ ଦଣ୍ଡ […]

sushant

sushant

Madhupriya Mistry
  • Published: Monday, 14 December 2020
  • Updated: 14 December 2020, 12:27 PM IST

Sports

Latest News

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ପୁଣି ଉଠିଲା ସ୍ୱର । ତାଙ୍କ ମୃତ୍ୟୁ ତଦନ୍ତକୁ ନେଇ ସ୍ୱର ଉଠାଇଛନ୍ତି  ଅଭିନେତା ଶେଖର ସୁମନ । ଡିଜିଟାଲ ପ୍ଲାଟଫର୍ମରେ ମହା ଆନ୍ଦୋଳନ କରିବାକୁ ସେ ସମସ୍ତ ଗଣମାଧ୍ୟମକୁ ନିବେଦନ କରିଛନ୍ତି ।

ସେ ରବିବାଟ ଟ୍ୱିଟ କରି କହିଛନ୍ତି, ସୁଶାନ୍ତ ମୃତ୍ୟୁକୁ ୬ ମାସ ପୂରଣ ହୋଇଗଲାଣି । ଆଜି ବି ଏହି ମାମଲାରେ ନ୍ୟାୟ ମିଳି ନାହିଁ । ଦୋଷୀଙ୍କୁ ଦଣ୍ଡ ଦିଆଯାଇ ନାହିଁ। ଏବେ ଏହି ତଦନ୍ତକୁ ବନ୍ଦ କରିବା ଉଚିତ ।  ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପୁଣି ଥରେ ଶୁଣାଣି କରାଯାଉ ବୋଲି ସେ ଦାବି କରିଛନ୍ତି ।   ଏଥିପାଇଁ ସମସ୍ତ ଗଣମାଧ୍ୟମ ଚ୍ୟାନେଲ, ପ୍ରିଣ୍ଟ ମିଡିଆ ଏବଂ ସୋଶାଲ ମିଡିଆ ୟୁଜରଙ୍କୁ ଏକଜୁଟ ହେବା ପାଇଁ ସେ ଅପିଲ କରିଛନ୍ତି । ଡିଜିଟାଲ ପ୍ଲାଟଫର୍ମରେ ବିରୋଧ କରିବା ପାଇଁ ନିବେଦନ କରିଛନ୍ତି ଶେଖର ।

ନିକଟରେ ଶେଖର ସୁମନ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଥିଲେ । ସୁଶାନ୍ତ ସିଂହଙ୍କ ମୃତ୍ୟୁ ପାଇଁ ସେ କୌଣସି ଉତ୍ସବ ପାଳନ କରିବେ ନାହିଁ ବୋଲି ଟ୍ୱିଟରରେ ସୂଚନା ଦେଇଥିଲେ । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ପ୍ରଥମରୁ ହିଁ ଶେଖର ସୁମନ ସ୍ୱର ଉଠାଇ ଆସୁଛନ୍ତି । ପ୍ରଥମେ ସେ ତଦନ୍ତକାରୀ ସଂସ୍ଥାର ଯାଂଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ । କିନ୍ତୁ ପରେ ସେ ତଦନ୍ତକାରୀ ସଂସ୍ଥାଙ୍କୁ ପ୍ରଶଂସା କରି ଟ୍ୱଟି କରିଥିଲେ ।

ସୂଚନାଯୋଗ୍ୟ ଯେ, ଜୁନ ୧୪ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ଘରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମିଳିଥିଲା । ପ୍ରଥମେ ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ କରୁଥିଲା । ଏବେ ସିବିଆ, ଇଡି ଏବଂ ଏନସିବି ଏହି ମାମଲାର ତଦନ୍ତ କରୁଛି ।  ତେବେ ୬ ମାସ ବିତିଯାଇଥିଲେ ସୁଦ୍ଧା ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ତାହା ଆଜି ସ୍ପଷ୍ଟ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story