ଶିଳ୍ପାଙ୍କ ମୁହଁରୁ ହସ ଗାଏବ, ଭିଡିଓ ଭାଇରାଲ

ମୁମ୍ବାଇ: ସ୍ୱାମୀଙ୍କ ଗିରଫଦାରୀ ପରେ ପ୍ରାୟ ମାସେ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥିବା ଶିଳ୍ପା ପୁଣି ଥରେ ସେଟ୍‌କୁ ଫେରିଛନ୍ତି। ଦୀର୍ଘ ଦିନ ପରେ ସୁପର ଡ୍ୟାନ୍ସର ଚାପ୍ଟର-୪ ଶୋ’କୁ ଶିଳ୍ପା ଫେରିଛନ୍ତି। ଏଥିଯୋଗୁ ତାଙ୍କ ଫ୍ୟାନ୍ସ ଖୁବ୍‌ ଖୁସି ଥିବା ବେଳେ ଶିଳ୍ପାଙ୍କ ମୁହଁରୁ କିନ୍ତୁ ହଜିଯାଇଛି ହସ। ଏନେଇ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ନାନା କମେଣ୍ଟ ଦେଉଛନ୍ତି ୟୁଜର୍ସ। ଭିଡିଓରେ ଶିଳ୍ପା ନିଜ ଭ୍ୟାନିଟିତ ଭ୍ୟାନ୍‌ରୁ ବାହାରି ଶୁଟ୍‌ […]

shilpa setty

shilpa setty

Niharika Rout
  • Published: Thursday, 19 August 2021
  • Updated: 20 August 2021, 01:17 PM IST

Sports

Latest News

ମୁମ୍ବାଇ: ସ୍ୱାମୀଙ୍କ ଗିରଫଦାରୀ ପରେ ପ୍ରାୟ ମାସେ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥିବା ଶିଳ୍ପା ପୁଣି ଥରେ ସେଟ୍‌କୁ ଫେରିଛନ୍ତି। ଦୀର୍ଘ ଦିନ ପରେ ସୁପର ଡ୍ୟାନ୍ସର ଚାପ୍ଟର-୪ ଶୋ’କୁ ଶିଳ୍ପା ଫେରିଛନ୍ତି। ଏଥିଯୋଗୁ ତାଙ୍କ ଫ୍ୟାନ୍ସ ଖୁବ୍‌ ଖୁସି ଥିବା ବେଳେ ଶିଳ୍ପାଙ୍କ ମୁହଁରୁ କିନ୍ତୁ ହଜିଯାଇଛି ହସ। ଏନେଇ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ନାନା କମେଣ୍ଟ ଦେଉଛନ୍ତି ୟୁଜର୍ସ।

ଭିଡିଓରେ ଶିଳ୍ପା ନିଜ ଭ୍ୟାନିଟିତ ଭ୍ୟାନ୍‌ରୁ ବାହାରି ଶୁଟ୍‌ ପାଇଁ ଯାଉଛନ୍ତି। ସ୍କାଏ ବ୍ଲୁ ଓ ରେଡ ରଙ୍ଗର ଫ୍ଲୋଲାର ଶାଢିରେ ଶିଳ୍ପା ଖୁବ୍‌ ସୁନ୍ଦର ଲାଗୁଥିଲେ ବି ତାଙ୍କ ମୁହଁରୁ ହାସ ଗାଏବ ହୋଇଯାଇଛି। ସବୁବେଳେ କ୍ୟାମେରା ସାମନାରେ ପୋଜ ଦେଉଥିବା ଓ ହସୁଥିବା ଶିଳ୍ପା କିନ୍ତୁ ଖୁବ୍‌ ଚୁପ୍‌ ଓ ଉଦାସ ଦେଖାଯାଉଛନ୍ତି। କ୍ୟାମେରାକୁ କେବଳ ହାତ ହଲାଇ ସେଠାରେ ଚାଲି ଯାଇଥିଲେ ଶିଳ୍ପା।  ଏହାକୁ ନେଇ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

[caption id="attachment_668200" align="aligncenter" width="650"]shilpa setty ଉଦାସ ମନରେ ଶୁଟିଂକୁ ଫେରିଛନ୍ତି ଶିଳ୍ପା।[/caption]

ଆଜି ଶିଳ୍ପା କାହିଁକି ହସୁ ନାହାନ୍ତି ବୋଲି ଜଣେ ୟୁଜର କମେଣ୍ଟ କରିଥିବା ବେଳେ ରାଜ୍‌ ତାଙ୍କ କ୍ୟାରିଅର ବର୍ବାଦ କରିଦେଲେ ବୋଲି କମେଣ୍ଟ କରିଛନ୍ତି ଆଉ ଜଣେ ୟୁଜର। ଏହାବାଦ କିଛି ଲୋକ ଶିଳ୍ପାଙ୍କୁ ଜଣେ ଦୃଢମନା ମହିଳା ବୋଲି କହିବା ସହ ପୁଣି ଥରେ ସେ କାମକୁ ଫେରିଥିବାରୁ ଖୁସି ଲାଗୁଥିବା କହିଛନ୍ତି।

ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ରାଜ୍‌ କୁନ୍ଦ୍ରା ଗିରଫ ହେବା ପରଠୁ ଶିଳ୍ପା ଏକ ପ୍ରକାର କ୍ୟାମେରାଠୁ ଦୂରେଇ ଯାଇଥିଲେ। ଏପରିକି ସୁପର ଡ୍ୟାନ୍ସର ଶୋ’ ସୁଟ୍‌ କରିବା ବନ୍ଦ କରି ଦେଇଥିଲେ। ଏହା ମଧ୍ୟରେ ଶୋ’ରେ ଶିଳ୍ପାଙ୍କୁ ରିପ୍ଳେସ କରାଯିବ ବୋଲି ଶୁଣାଯାଉଥିବା ବେଳେ ଶିଳ୍ପାଙ୍କ କମ୍‌ବ୍ୟାକ୍‌ ପରେ ଏସବୁ ଚର୍ଚ୍ଚାରେ ବିରାମ ଲାଗିଛି।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story