ୱେବ୍ ସିରିଜ୍‌ରେ ଶିଳ୍ପା ସିନ୍ଦେ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୧’ର ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ ପୁଣିଥରେ ପରଦାକୁ ଫେରିବାକୁ ଯାଉଛନ୍ତି। ଏକତା କପୁରଙ୍କ ଓଟିଟି ପ୍ଲାଟଫର୍ମ ‘ALT ବାଲାଜୀ’ର ୱେବ୍ ସିରିଜ୍ ‘ପୌରାଶପୁର’ରେ ଶିଳ୍ପା ରାନୀ ମେରାବତୀଙ୍କ ଭୂମିକାରେ ନଜର ଆସିବେ। ଏହି ଶୋ’ରୁ ତାଙ୍କର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି। ଶିଳ୍ପା ନିଜେ ଇନଷ୍ଟାଗ୍ରାମରେ ALT ବାଲାଜୀର ଆଗାମୀ ଶୋ’ର ଏକ ଭିଡିଓ ଶେଆର୍‌ କରିଛନ୍ତି, ଯେଉଁଥିରେ ତାଙ୍କର ଏକ ଝଲକ୍ ମଧ୍ୟ ଦେଖିବାକୁ […]

shilpa

shilpa

Chinmayee Roy
  • Published: Tuesday, 10 November 2020
  • Updated: 10 November 2020, 01:31 PM IST

Sports

Latest News

ମୁମ୍ବାଇ: ‘ବିଗ୍‌ ବସ୍‌ ୧୧’ର ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ ପୁଣିଥରେ ପରଦାକୁ ଫେରିବାକୁ ଯାଉଛନ୍ତି। ଏକତା କପୁରଙ୍କ ଓଟିଟି ପ୍ଲାଟଫର୍ମ ‘ALT ବାଲାଜୀ’ର ୱେବ୍ ସିରିଜ୍ ‘ପୌରାଶପୁର'ରେ ଶିଳ୍ପା ରାନୀ ମେରାବତୀଙ୍କ ଭୂମିକାରେ ନଜର ଆସିବେ। ଏହି ଶୋ’ରୁ ତାଙ୍କର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି। ଶିଳ୍ପା ନିଜେ ଇନଷ୍ଟାଗ୍ରାମରେ ALT ବାଲାଜୀର ଆଗାମୀ ଶୋ’ର ଏକ ଭିଡିଓ ଶେଆର୍‌ କରିଛନ୍ତି, ଯେଉଁଥିରେ ତାଙ୍କର ଏକ ଝଲକ୍ ମଧ୍ୟ ଦେଖିବାକୁ ମିଳୁଛି।

ଏହି ଭିଡିଓରେ ସେ ଜଣେ ରାଣୀଙ୍କ ପରି ବସ୍ତ୍ର ପିନ୍ଧି ଆସୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ ଅଭିନେତା ଅନ୍ନୁ କପୁର ମଧ୍ୟ ଅଭିନୟ କରିଛନ୍ତି। ଶୋ ବିଷୟରେ ସେ କହିଛନ୍ତି, ‘ମୁଁ ଏହି ପ୍ରୋଜେକ୍ଟର ଅଂଶ ହୋଇଥିବାରୁ ବହୁତ ଉତ୍ସାହିତ, ଯାହା OTT ପ୍ଲାଟଫର୍ମରେ ଏକ ନୂତନ ଏବଂ ଅସ୍ପୃଶ୍ୟ କାହାଣୀ। ଏଥିରେ ମୋ ଚରିତ୍ରର ଅନେକ ଶେଡ୍‌ସ ରହିଛି, ଏବଂ ମୁଁ ରାଣୀ ମେରାବତୀ ଭୂମିକାରେ ପାଦ ଦେବାକୁ ବହୁତ ଉତ୍ସାହିତ ଅଛି।’

ପୌରାଶପୁର'ରେ ଶିଳ୍ପା ଓ ଅନ୍ନୁ କପୁରଙ୍କ ବ୍ୟତୀତ, ମିଲିନ୍ଦ ସୋମାନ, ଶାହିର ଶେଖ ଏବଂ ଫ୍ଲୋରା ସାଇନି ମଧ୍ୟ ଅଭିନୟ କରିଛନ୍ତି। ଏହି ସିରିଜଟି ଖୁବ ଶୀଘ୍ର ALT ବାଲାଜୀ ଏବଂ G5ରେ ପ୍ରସାରିତ ହେବ।  ପୂର୍ବରୁ ଏହି ସିରିଜ୍‌ରେ ମିଲିନ୍ଦ ସୋନମଙ୍କ ନାଁକୁ ନେଇ ଅନେକ ଆଲୋଚନା ହୋଇଥିଲା, ଏହା ପରେ ଶିଳ୍ପା ନିଜେ ମିଲିନ୍ଦଙ୍କ ପ୍ରଶଂସା କରି ଏକ ଭିଡିଓ ଶେଆର୍‌ କରି ସ୍ପଷ୍ଟ କରିଥିଲେ ଯେ ସେ ଏହି ଶୋ’ରେ ଅଭିନୟ କରିବେ।

ସୂଚନାଯୋଗ୍ୟ: ବହୁତ ଦିନ ହେଲାଣି ଶିଳ୍ପା ଅଭିନୟରୁ ଦୂରେଇ ଅଛନ୍ତି। ନିକଟରେ ତାଙ୍କୁ ଏକ କମେଡ଼ି ଶୋ’ ‘’ ଶିଳ୍ପା ସିନ୍ଦେଙ୍କୁ 'ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିଷ୍ଟାନ୍'ରେ ଦେଖିବାକୁ ମିଳିଥିଲା। ହେଲେ କିଛି ଦିନରେ ହିଁ ସେ ଅଧାରୁ ଶୋ’ ଛାଡ଼ିଦେଇଥିଲେ। ତେବେ ବର୍ତ୍ତମାନ ସେ ସେ ପୁଣିଥରେ ନିଜ ଅଭିନୟ ଯାଦୁରେ ଫ୍ୟାନ୍‌ମାନଙ୍କୁ ଘାଇଲା କରିବାକୁ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story