ସିଦ୍ଧାର୍ଥଙ୍କ ବିରୋଧରେ ଶିଳ୍ପା ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ଗତକାଲି ଶେଷ ହୋଇଯାଇଛି ‘ବିଗ୍‌ ବସ୍‌ ୧୩’। ସିଦ୍ଧାର୍ଥ ଶୁକ୍ଳା ହୋଇଛନ୍ତି ବିଜେତା।  ଗୋଟେପଟେ ତାଙ୍କ ଫ୍ୟାନ୍‌ମାନେ ଖୁସିରେ ନାଚୁଥିବାବେଳେ ବିଗ୍ ବସ୍‌ର ଜଣେ ପୂର୍ବତନ ବିଜେତା କିନ୍ତୁ ଏଥିରେ ଆଦୌ ଖୁସି ନୁହେଁ। ଆମେ କହୁଛୁ ଶିଳ୍ପା ସିନ୍ଦେଙ୍କ କଥା। ସେ ଏମିତି କିଛି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସିଦ୍ଧାର୍ଥଙ୍କ ବିରୋଧରେ ସେ ମାର୍‌ପିଟ୍‌ର ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି ଯେ ସେ ସିଦ୍ଧାର୍ଥଙ୍କ ସହ ରିଲେସନ୍‌ଶିପ୍‌ରେ […]

shilpa

shilpa

Chinmayee Roy
  • Published: Sunday, 16 February 2020
  • Updated: 16 February 2020, 12:53 PM IST

Sports

Latest News

ମୁମ୍ବାଇ: ଗତକାଲି ଶେଷ ହୋଇଯାଇଛି ‘ବିଗ୍‌ ବସ୍‌ ୧୩’। ସିଦ୍ଧାର୍ଥ ଶୁକ୍ଳା ହୋଇଛନ୍ତି ବିଜେତା।  ଗୋଟେପଟେ ତାଙ୍କ ଫ୍ୟାନ୍‌ମାନେ ଖୁସିରେ ନାଚୁଥିବାବେଳେ ବିଗ୍ ବସ୍‌ର ଜଣେ ପୂର୍ବତନ ବିଜେତା କିନ୍ତୁ ଏଥିରେ ଆଦୌ ଖୁସି ନୁହେଁ। ଆମେ କହୁଛୁ ଶିଳ୍ପା ସିନ୍ଦେଙ୍କ କଥା। ସେ ଏମିତି କିଛି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସିଦ୍ଧାର୍ଥଙ୍କ ବିରୋଧରେ ସେ ମାର୍‌ପିଟ୍‌ର ଅଭିଯୋଗ ଆଣିଛନ୍ତି।

ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି ଯେ ସେ ସିଦ୍ଧାର୍ଥଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ। ସିଦ୍ଧାର୍ଥ ତାଙ୍କ ସହିତ ବହୁତ ଆଗ୍ରେସିଭ୍‌ ଥିଲେ। ଏପରିକି ସେ ତାଙ୍କୁ ମାର୍‌ପିଟ୍‌ ମଧ୍ୟ କରିଛନ୍ତି। ଶିଳ୍ପାଙ୍କ ଏଭଳି ବୟାନ୍‌ ପରେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଖବର ଏବେ ଚାରିଆଡ଼େ ଭାଇରାଲ୍‌ ହୋଇଯାଇଛି। ପୂର୍ବରୁ ଶୋ’ର ପ୍ରତିଯୋଗୀ ରଶ୍ମି ଦେଶାଇ ମଧ୍ୟ ବହୁତ ଥର କହିଥିଲେ ଯେ ସିଦ୍ଧାର୍ଥ ବହୁତ ହିଂସ୍ର। ଶୋ’ରେ ବି ବହୁତ ଥର ତାଙ୍କର ରାଗ ଓ ହିଂସ୍ର ବ୍ୟବହାର ଦେଖିବାକୁ ମିଳିଛି। ତେଣୁ ଶିଳ୍ପାଙ୍କ ବୟାନ୍‌କୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ତେବେ କିଛି ଲୋକ ଶିଳ୍ପାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ସିଦ୍ଧାର୍ଥଙ୍କ ସପକ୍ଷରେ ବାହାରିଛନ୍ତି। ଟ୍ୱିଟର୍‌ରେ ତାଙ୍କୁ ଟ୍ରୋଲ୍‌ ମଧ୍ୟ କରାଯାଉଛି।

ଅବଶ୍ୟ ଶିଳ୍ପାଙ୍କର ବିବାଦ ସହ ପୁରୁଣା ସମ୍ପର୍କ ରହିଛି। ଶୋ’ ‘ଭାବି ଜୀ ଘର ପର ହେ’ରେ କାମ କରୁଥିବାବେଳେ ଶିଳ୍ପା ଓ ତାଙ୍କ ପ୍ରଯୋଜକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ତାଙ୍କୁ ଶୋ’ରୁ ବାହାରିବାକୁ ପଡ଼ିଥିଲା। ବହୁତ ଦିନ ପର୍ଯ୍ୟନ୍ତ ତାଙ୍କୁ କିଛି କାମ ମିଳି ନଥିଲା। ଏହାପରେ ‘ବିଗ୍‌ ବସ୍‌ ୧୧’ରେ ମଧ୍ୟ ସେ ପ୍ରତିଯୋଗୀ ବିକାଶ ଗୁପ୍ତାଙ୍କ ବିରୋଧରେ ଅନେକ ଅଭିଯୋଗ ଲଗାଇଥିଲେ। ଏବେ ପୁଣି ସିଦ୍ଧାର୍ଥଙ୍କ ବିଷୟରେ କହି ସେ ଏକ ନୂଆ ବିବାଦକୁ ଜନ୍ମ ଦେଇଛନ୍ତି। ତେବେ ଏହାର ପରିଣାମ ସିଦ୍ଧାର୍ଥ ଭୋଗୁଛନ୍ତି କି ନିଜେ ଶିଳ୍ପା, ତାହା ଦେଖିବା ବାକି ରହିଲା। ଅନ୍ୟପକ୍ଷରେ ଏ ନେଇ ସିଦ୍ଧାର୍ଥଙ୍କ କିଛି ପ୍ରତିକ୍ରିୟା ଆସିନାହିଁ। ସେ କ’ଣ କହିବେ, ତାକୁ ବି ଦର୍ଶକ ଅପେକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story