ଜେନିଫରଙ୍କୁ ବଞ୍ଚାଇ ଦେଲେ ଶିବିନ୍

ମୁମ୍ବାଇ: ଆରମ୍ଭ ହୋଇଯାଇଛି ସିରିଏଲ୍‌ ‘ବେହଦ-୨’। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍‌। ତାଙ୍କ ବିପକ୍ଷରେ ଅଛନ୍ତି ଶିବିନ ନାରଙ୍ଗ। ତେବେ ନିକଟରେ ସିରିଏଲ୍‌ର କିଛି ସିନ୍‌ର ଶୁଟିଂ ଚାଲିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଜେନିଫର। ତାଙ୍କୁ ରକ୍ଷା କରିବାକୁ ଯାଇ ଶିବିନ୍‌ଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ସୂଚନା ଅନୁଯାୟୀ, ନିକଟରେ ଏକ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ‘ବେହଦ-୨’ର କିଛି ସିନ୍‌ର ଶୁଟିଂ ଚାଲିଥିଲା। ଜେନିଫର ଶ୍ରମିକଙ୍କ ପାଇଁ […]

j

j

Biswobandita Swain
  • Published: Friday, 13 December 2019
  • Updated: 13 December 2019, 02:01 PM IST

Sports

Latest News

ମୁମ୍ବାଇ: ଆରମ୍ଭ ହୋଇଯାଇଛି ସିରିଏଲ୍‌ ‘ବେହଦ-୨’। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍‌। ତାଙ୍କ ବିପକ୍ଷରେ ଅଛନ୍ତି ଶିବିନ ନାରଙ୍ଗ। ତେବେ ନିକଟରେ ସିରିଏଲ୍‌ର କିଛି ସିନ୍‌ର ଶୁଟିଂ ଚାଲିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଜେନିଫର। ତାଙ୍କୁ ରକ୍ଷା କରିବାକୁ ଯାଇ ଶିବିନ୍‌ଙ୍କ ହାତରେ ମଧ୍ୟ ଆଘାତ ଲାଗିଛି।

ସୂଚନା ଅନୁଯାୟୀ, ନିକଟରେ ଏକ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ‘ବେହଦ-୨’ର କିଛି ସିନ୍‌ର ଶୁଟିଂ ଚାଲିଥିଲା। ଜେନିଫର ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ ପାଖରେ ଥିଲେ ଓ ତାଙ୍କ ଶରୀରରେ ଏକ ହାର୍‌ନେସ୍ ବନ୍ଧା ଯାଇଥିଲା। ତେବେ କୌଣସି କାରଣରୁ ଲିଫ୍ଟଟି ଟପ୍‌ ଫ୍ଲୋରରୁ ତଳକୁ ଖସିବାକୁ ଲାଗିଥିଲା। ଆଉ ସେତେବେଳେ ତାଙ୍କ ଦେହରେ ବନ୍ଧା ହୋଇଥିବା ହାର୍‌ନେସ ଲିଫ୍ଟରେ ଲାଗିଯାଇଥିଲା। ତେଣୁ ସେ ବି ତଳକୁ ଖସିବାକୁ ଲାଗିଥିଲେ।  ତେବେ ଠିକ୍ ସମୟରେ ଶିବିନ ସେଠାରେ ପହଞ୍ଚି ଯାଇଥିଲେ ଓ ତାଙ୍କୁ ରକ୍ଷା କରିଥିଲେ। ଏହି ସମୟରେ ଉଭୟଙ୍କ ଦେହରେ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ସେମାନେ ଶୁଟିଂ ବନ୍ଦ କରି ନଥିଲେ।

ଏହି ଘଟଣା ସମ୍ପର୍କରେ ଶିବିନ କହିଛନ୍ତି- ‘ଆମର ଶୁଟ୍‌ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ଥିଲା। ମୁଁ ବହୁତ ଉତ୍ସାହିତ ଥିଲି। ପ୍ରଡକ୍ସନ ଟିମ୍‌ ମଧ୍ୟ ଏହି ଶୁଟିଂ ପାଇଁ ବେଶ୍‌ ସାବଧାନ ଥିଲେ। କିନ୍ତୁ ଏମିତି ଏକ ଦୁର୍ଘଟଣା ଘଟିଗଲା। ମତେ ଏବଂ ଜେନିଙ୍କୁ ଆଘାତ ଲାଗିଛି। ଆମେ ବହୁତ ଡରିଯାଇଥିଲୁ।’

ସୂଚନା ଅନୁଯାୟୀ, ‘ବେହଦ୍‌-୨’ ଡିସେମ୍ୱର ୨ତାରିଖରୁ ଆରମ୍ଭ ହୋଇଯାଇଛି। ଏଥିରେ ଜେନିଫର ଏବଂ ଶିବିନ୍‌ଙ୍କ ସହ ଆଶିଷ ଚୌଧୁରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ସୋନି ଟିଭିରେ ‘ବେହଦ’ ଧାରାବାହିକ ପ୍ରସାରିତ ହେଉଥିଲା। ଏଥିରେ ମଧ୍ୟ ମୁଖ୍ୟ ଭୂମିକାରେ ଜେନିଫର ଥିଲେ। ସେଥିରେ ତାଙ୍କ ବିପକ୍ଷରେ ଅଭନୟ କରିଥିଲେ କୁଶାଲ୍‌ ଟଣ୍ଡନ୍‌। ‘ବେହଦ’ ଭଳି ‘ବେହଦ-୨’ରେ ମଧ୍ୟ ଜେନିଫର ମାୟା ଭୂମିକାରେ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story