ଭୁବନେଶ୍ବର (ଓଡିଶା ରିପୋର୍ଟର): ଗରିବ ଘରର ଝିଅ ମିଲି। ଭାଗ୍ୟବଶତଃ ତା’ର ବିବାହ ହୋଇଯାଏ ଏକ ବଡ଼ ଘରର ପୁଅ ୠଷି ସହ। କିନ୍ତୁ ବଡ଼ ଘରର ବଡ଼ ଲୋକମାନେ ଏ ଗରିବ ମଳିମୁଣ୍ଡିଆ ଝିଅକୁ ସ୍ୱୀକାର କରିପାରନ୍ତି ନାହିଁ। ୠଷି ଓ ମିଲିକୁ ଅଲଗା କରିବା ପାଇଁ ସମସ୍ତଙ୍କର ଚେଷ୍ଟା ଚାଲେ। କିନ୍ତୁ ଶାଶୂଘରେ ସମସ୍ତଙ୍କ ମନ ଜିତିବା ପାଇଁ ମିଲି ଅନେକ ପରିଶ୍ରମ କରେ। ଶାଶୂଘର ଲୋକମାନଙ୍କ ସହ ଖାପ ଖୁଆଇ ଚଳିବା ପାଇଁ ସେ […]