Advertisment

ଏଥର ଏମିତି ଉପାୟରେ ଦୀପାବଳି ପାଳିବେ ‘ସିଷ୍ଟର ଶ୍ରୀଦେବୀ’ ଫେମ୍ ଶିବାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ସମସ୍ତଙ୍କ ମନରେ ଉତ୍କଣ୍ଠା ଏହାକୁ ଜାକଜମକରେ ପାଳିବେ। ଘରକୁ ଦୀପରେ ସଜାଇ, ବାଣ ଫୁଟାଇ, ରଙ୍ଗେ।ଲି ପକାଇ ଚତୁର୍ଦ୍ଦିଗକୁ ଆଲୋକିତ କରି ଦୀପାବଳିକୁ ଅଧିକ ଉତ୍ସବମୁଖର କରିବେ। ସାଧାରଣ ଲୋକଙ୍କ ପାଇଁ ସିନା ଦୀପାବଳି ପାଳନରେ କିଛି ଅସୁବିଧା ନାହିଁ, କିନ୍ତୁ ଷ୍ଟାର୍ ମାନଙ୍କର ଟିକିଏ ସମସ୍ୟା ଥାଏ। ବିଜି ଲାଇଫ୍ ଭିତରେ ଚେଷ୍ଟା କଲେ ବି ବେଳେବେଳେ ଠିକ୍ ରେ ସେମାନେ ସମୟ ଦେଇପାରନ୍ତି ନାହିଁ। ଏହି କ୍ରମରେ ଓଡ଼ିଶା ରିପୋର୍ଟର ପ୍ରତିନିଧି ଭେଟିଥିଲେ ସିଷ୍ଟର ଶ୍ରୀଦେବୀ ଫେମ୍ ଅଭିନେତ୍ରୀ ଶିବାନୀଙ୍କୁ। ଆସନ୍ତୁ ଜାଣିବା ସେ କେମିତି ପାଳିବେ ଦୀପାବଳି।<a href="">(image) </a>

ଶିବାନୀଙ୍କ କଥାରୁ ଯାହା ଜଣାପଡୁଛି ସେ ଏଥର ଖୁବ୍ ଜାକଜମକରେ ଦୀପାବଳି ପାଳିବେ। ଘରକୁ ଫୁଲରେ ସଜାଇ, ଦୀପ ଜାଳି ସ୍ୱାଗତ କରିବେ ଆଲୋକର ପର୍ବକୁ। ଦୀପାବଳି ପାଇଁ ସେ ପୂରା ପ୍ରସ୍ତୁତ। ସୁନ୍ଦର ଶାଢ଼ି ପିନ୍ଧି ଉତ୍ସବର ମଜା ନେବାକୁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଘରକୁ ଫୁଲରେ ସଜାଉଛନ୍ତି ଓ ଦୀପ ଜାଳୁଛନ୍ତି। ତା ସହିତ ସେ ଏଥର ପ୍ରଚୁର ବାଣ ଫୁଟାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଆଗତୁରା ଘରେ କୁନି ଭାଇ ଓ ଭଉଣୀଙ୍କ ସହ ମିଶି ବାଣ ଫୁଟାଇବା ସହ ଫ୍ୟାନ୍ ମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

ପାଠକଙ୍କ ସୂଚନା ପାଇଁ ସୂଚେଇ ଦେଉଛୁ ଯେ, ତରଙ୍ଗ ସିନେ ପ୍ରଡକ୍ସନର ଚର୍ଚ୍ଚିତ ଫିଲ୍ମ 'ସିଷ୍ଟର ଶ୍ରୀଦେବୀ'ରେ ଶିବାନୀଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ବାବୁସାନଙ୍କ ସହ ଏହା ଥିଲା ତାଙ୍କର ପ୍ରଥମ ଫିଲ୍ମ। ଓଲିଉଡ୍ରେ ନୂଆ ହୋଇଥିଲେ ମଧ୍ୟ ଅଭିନୟ ଜଗତରେ ଶିବାନୀ ପୁରୁଣା। କିଛି ଧାରାବାହିକରେ ତାଙ୍କୁ ଶିଶୁ କଳାକାର ଭାବେ ଦେଖିବାକୁ ମିଳିଥିଲା। ତ୍ତରଦାୟୀ' ଓ 'ଦେବୀ' ଧାରାବାହିକରେ ସେ ତାଙ୍କ ଅଭିନୟର ଦକ୍ଷତା ଦେଖାଇ ସାରିଛନ୍ତି।

https://www.youtube.com/watch?v=vpanRMFRgkM

&nbsp;

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe