ଅନୁଙ୍କୁ କାହିଁକି ଟଫି କହି ଡାକନ୍ତି ସିଦ୍ଧାନ୍ତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସବୁବେଳ୍ ଖୁସ୍‌ ମିଜାଜ୍‌ରେ ରୁହନ୍ତି। ଆଗକୁ ତାଙ୍କ ଫିଲ୍ମ ଆସୁଛି ‘ତୁ ମୋ ଲଭ୍‌ ଷ୍ଟୋରୀ-୨’। ଏଥିରେ ସିଦ୍ଧାନ୍ତଙ୍କୁ ଷ୍ଚାଇଲିସ୍‌ ଲୁକ୍‌ରେ ଦେଖିବାକୁ ମିଳିବ। ସିଦ୍ଧାନ୍ତଙ୍କ ସହ ଏଥିରେ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଅଭିନୟ କରିଛନ୍ତି। ତେବେ ଅଫ୍‌ ସ୍କ୍ରିନ୍‌ରେ ଅନୁଙ୍କୁ ଟଫି କହି ଡାକନ୍ତି ସିଦ୍ଧାନ୍ତ। ନିକଟରେ ଏକ ସାକ୍ଷାତକାରରରେ ଏକଥା କହିଥିଲେ ଅନୁ ଚୌଧୁରୀ। ଏବଂ ସିଦ୍ଧାନ୍ତଙ୍କୁ ଏସମ୍ପର୍କରେ ପଚାରିବାରୁ ସେ ଟଫି ଡାକିବା […]

anu

anu

Biswobandita Swain
  • Published: Wednesday, 05 June 2019
  • Updated: 05 June 2019, 03:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସବୁବେଳ୍ ଖୁସ୍‌ ମିଜାଜ୍‌ରେ ରୁହନ୍ତି। ଆଗକୁ ତାଙ୍କ ଫିଲ୍ମ ଆସୁଛି ‘ତୁ ମୋ ଲଭ୍‌ ଷ୍ଟୋରୀ-୨’। ଏଥିରେ ସିଦ୍ଧାନ୍ତଙ୍କୁ ଷ୍ଚାଇଲିସ୍‌ ଲୁକ୍‌ରେ ଦେଖିବାକୁ ମିଳିବ। ସିଦ୍ଧାନ୍ତଙ୍କ ସହ ଏଥିରେ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଅଭିନୟ କରିଛନ୍ତି। ତେବେ ଅଫ୍‌ ସ୍କ୍ରିନ୍‌ରେ ଅନୁଙ୍କୁ ଟଫି କହି ଡାକନ୍ତି ସିଦ୍ଧାନ୍ତ।

ନିକଟରେ ଏକ ସାକ୍ଷାତକାରରରେ ଏକଥା କହିଥିଲେ ଅନୁ ଚୌଧୁରୀ। ଏବଂ ସିଦ୍ଧାନ୍ତଙ୍କୁ ଏସମ୍ପର୍କରେ ପଚାରିବାରୁ ସେ ଟଫି ଡାକିବା ପଛର କାରଣ କହିଥିଲେ। କଥାଟି ହେଉଛି, ତୁ ମୋ ଲଭ୍‌ ଷ୍ଟୋରୀ-୨ର ଫିଲ୍ମ ସୁଟିଂ ପାଇଁ ପୁରା ଟିମ୍‌ ଆଣ୍ଡାମାନ୍‌ ଯାଇଥିଲେ। ସେଠାକାର ସୁନ୍ଦର ପରିବେଶରେ ଫିଲ୍ମର ରୋମାଣ୍ଟିକ୍‌ ଟ୍ରାକ୍‌ ସୁଟିଂ ସରିଲା।

ତେବେ ବିଚ୍‌ରେ ସୁଟିଂ କରୁଥିବା ସମୟରେ ଅନୁଙ୍କୁ କେହି ଜଣେ ବିଚ୍‌ରେ କୁମ୍ଭୀର ଅଛି ବୋଲି କହିଦେଲା। ଆଉ ,ଏ ସମୟରେ ସିଦ୍ଧାନ୍ତ ସେଠାରେ ଉପସ୍ଥିତ ଥିଲେ। ଏକଥା ଶୁଣି ସିଦ୍ଧାନ୍ତ କହିଲେ କୁମ୍ଭୀର ଯଦି ଆସୁଛି ତେବେ ମୋତେ ଖାଇଦେଉ, କାରଣ ମୋର ଯେପରି ସ୍ୱାସ୍ଥ୍ୟ ଅଛି ତାକୁ ଖାଇବାକୁ ମଜା ଲାଗିବ ଏବଂ ସମୟ ମଧ୍ୟ ଲାଗିବ। କିନ୍ତୁ ସିନେମାର ଦୁଇ ହିରୋଇନ୍‌ ଭୂମିକା ଏବଂ ଅନୁଙ୍କୁ ସେ ଟଫି(ଚକୋଲେଟ୍‌) ପରି ଚୋବେଇଯିବ।

ତେଣୁ ଏ ଦୁଇ ଜଣ ହେଉଛନ୍ତି ଟଫି(ଚକୋଲେଟ୍‌)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story