/odisha-reporter/media/post_attachments/uploads/2016/10/shilpa-sm_650_101116050929.jpg)
shilpa
ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପିତା ସୁରେନ୍ଦ୍ର ସେଟ୍ଟୀଙ୍କର ଆଜି ତାଙ୍କ ବାସଭବନରେ ହୃଦଘାତରେ ପରଲୋକ ଘଟିଛି। ସକାଳ ପ୍ରାୟ ୯ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଆସନ୍ତାକାଲି ସକାଳେ ଜୁହୂ ସ୍ଥିତ ପୱନ ହଂସରେ ତାଙ୍କର ଅନ୍ତିମ ସତ୍କାର କରାଯିବ।
Advertisment
ଆଜି ସକାଳୁ ସୁରେନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
