ଇଟାଲୀରେ ଫସିଛନ୍ତି ଶ୍ଵେତା ପଣ୍ଡିତ

ନୂଆଦିଲ୍ଲୀ: ଚାଇନରୁ ବ୍ୟାପିଥିବା କରୋନା ଭାଇରସର ମୁକାବିଲା ପାଇଁ ସାରା ବିଶ୍ଵ ଲଢ଼େଇ କରୁଛି। ହେଲେ ଏଥିରେ ଇଟାଲୀ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଉ ଏହାରି ମଧ୍ୟରେ ଇଟାଲୀରେ ରହୁଥିବା ଭାରତୀୟ ସିଙ୍ଗର ଶ୍ଵେତା ପଣ୍ଡିତଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ସେ ସେଠାରେ ଫସି ରହିଛନ୍ତି। ସେ କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ନେଇ ସୋଶାଲ୍ ମିଡିଆରେ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ଭାଇରାଲ ହେଉଛି। ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ […]

sweta

sweta

Puspanjali Panda
  • Published: Wednesday, 25 March 2020
  • Updated: 25 March 2020, 01:10 PM IST

Sports

Latest News

ନୂଆଦିଲ୍ଲୀ: ଚାଇନରୁ ବ୍ୟାପିଥିବା କରୋନା ଭାଇରସର ମୁକାବିଲା ପାଇଁ ସାରା ବିଶ୍ଵ ଲଢ଼େଇ କରୁଛି। ହେଲେ ଏଥିରେ ଇଟାଲୀ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଉ ଏହାରି ମଧ୍ୟରେ ଇଟାଲୀରେ ରହୁଥିବା ଭାରତୀୟ ସିଙ୍ଗର ଶ୍ଵେତା ପଣ୍ଡିତଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ସେ ସେଠାରେ ଫସି ରହିଛନ୍ତି। ସେ କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ନେଇ ସୋଶାଲ୍ ମିଡିଆରେ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ଭାଇରାଲ ହେଉଛି।

ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ଶ୍ଵେତା କହିଛନ୍ତି, “କରୋନା ଭାଇରସ୍‌ ସବୁଠାରୁ ଅଧିକ ଜୀବନ ନେଇଥିବା ଦେଶରେ ମୁଁ ରହିଛି। ଗତ ଏକ ସପ୍ତାହ ଧରି ମୁଁ ମୋ ରୁମରୁ ବାହାରିନାହିଁ। ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସକାଳୁ ଉଠିଲେ ମୋତେ କେବଳ ଆମ୍ବୁଲାନ୍ସର ସାଇରନ୍‌ ଶବ୍ଦ ଶୁଣିବାକୁ ମିଳୁଛି। ମୁଁ କିପରି ଅଛି ଜାଣିବା ପାଇଁ ଭାରତରୁ ମୋତେ ଫୋନ୍‌ ଆସୁଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଠିକ୍‌ ଅଛି। ନିରାପଦରେ ରହିଛି।”

https://www.instagram.com/tv/B-IM2N-qLNt/?utm_source=ig_web_copy_link

ଶ୍ଵେତ ଆହୁରି ମଧ୍ୟ କହିଛନ୍ତି, “ହୋଲି ଦିନ ମୁଁ ମୋ ଘର ଭାରତକୁ ଫେରିବାକୁ ଚାହୁଁଥିଲି। ବାପମା’ ଭାଇ ଭଉଣୀଙ୍କ କଥା ମାନେ ପଡୁଛି। କିନ୍ତୁ ସେମାନଙ୍କ କଥା ମନେପଡ଼ିଲେ ବି ମୁଁ ଯାଉନହିଁ। ମୁଁ ମୋ ସ୍ଵାମୀଙ୍କ ସହିତ ଭଲରେ ଅଛି। ବାହାରକୁ ବାହାରନ୍ତୁ ନାହିଁ। ଘରେ ରହି କିଛି ପଢ଼ନ୍ତୁ।”

ସୂଚନାଯୋଗ୍ୟ, ଭାରତୀୟ ଗାୟିକା ଶ୍ଵେତା ପଣ୍ଡିତ ଇଟାଲିଆନ ପ୍ରଡ୍ୟୁସର ଇଭାନୋ ଫୁସୀଙ୍କୁ ବିବାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story