Advertisment

ସିଙ୍ଗଲ୍ ଅଛି, ବହୁତ ଖୁସି ଅଛି: ଆଦିତ୍ୟ ରାୟ କପୁର

ମୁମ୍ୱାଇ: ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଚାଲିଥିବା ଡେଟିଂ ଖବରକୁ ଆଦିତ୍ୟ ରାୟ କପୁର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ମୁଁ ସିଙ୍ଗଲ୍ ଅଛି ଓ ଖୁସିରେ ରହୁଛି। ମୁଁ କାହାରିଙ୍କ ସହ ଡେଟିଂ କରୁ ନାହିଁ।’ ଆସିକ୍-୨ରେ ଆଦିତ୍ୟ ଓ ଶ୍ରଦ୍ଧାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଆଦିତ୍ୟଙ୍କୁ ଖୁବଶୀଘ୍ର ଫିଲ୍ମ ‘ଫିତୁର’ରେ ଦେଖିବାକୁ ମିଳିବେ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆଦିତ୍ୟ ଓ […]

ଅଦ୍ୟତନ ହୋଇଛି
ସିଙ୍ଗଲ୍ ଅଛି, ବହୁତ ଖୁସି ଅଛି: ଆଦିତ୍ୟ ରାୟ କପୁର

Aditya Roy Kapoor

Advertisment

ମୁମ୍ୱାଇ: ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଚାଲିଥିବା ଡେଟିଂ ଖବରକୁ ଆଦିତ୍ୟ ରାୟ କପୁର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ମୁଁ ସିଙ୍ଗଲ୍ ଅଛି ଓ ଖୁସିରେ ରହୁଛି। ମୁଁ କାହାରିଙ୍କ ସହ ଡେଟିଂ କରୁ ନାହିଁ।’

Advertisment

ଆସିକ୍-୨ରେ ଆଦିତ୍ୟ ଓ ଶ୍ରଦ୍ଧାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

ଆଦିତ୍ୟଙ୍କୁ ଖୁବଶୀଘ୍ର ଫିଲ୍ମ ‘ଫିତୁର’ରେ ଦେଖିବାକୁ ମିଳିବେ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆଦିତ୍ୟ ଓ କ୍ୟାଟ୍ରିନା କୈଫ ଯୋଡ଼ିଙ୍କୁ ଦେଖିବାକୁ ମିଳିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe