Advertisment

ଆକ୍ସନ ଓ ଲଭ୍ ସହ ରିଲିଜ ହେଲା ଫିଲ୍ମ ‘ଶିବାୟ’ର ଦ୍ୱିତୀୟ ଟ୍ରେଲର

ମୁମ୍ବାଇ: ଦିପାବଳୀରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଅଜୟ ଦେବଗନଙ୍କ ଡ୍ରିମ୍ ପ୍ରୋଜେକ୍ଟ ଫିଲ୍ମ ‘ଶିବାୟ’। ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ନିକଟରେ ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ ହୋଇଛି। ଦ୍ୱିତୀୟ ଟ୍ରେଲର ଦେଖି ଯାହା ଜଣାପଡୁଛି ଫିଲ୍ମର ଷ୍ଟୋରୀରେ ଖୁବ୍ ରୋମରଞ୍ଚ ଭରି ରହିଛି। ଫିଲ୍ମରେ କାର୍ ଓ ଟ୍ରକ୍‌ ସହ ଅଜୟଙ୍କ ଆକ୍ସନ ମଧ୍ୟ ଜବରଦସ୍ତ ଭାବେ ରହିଛି। ଟ୍ରେଲରରେ ଅଜୟ ଜଣେ ଆକ୍ସନ ହିରୋ ସହ ଛୋଟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆକ୍ସନ ଓ ଲଭ୍ ସହ ରିଲିଜ ହେଲା ଫିଲ୍ମ ‘ଶିବାୟ’ର ଦ୍ୱିତୀୟ ଟ୍ରେଲର

shivaay_sm

ମୁମ୍ବାଇ: ଦିପାବଳୀରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଅଜୟ ଦେବଗନଙ୍କ ଡ୍ରିମ୍ ପ୍ରୋଜେକ୍ଟ ଫିଲ୍ମ ‘ଶିବାୟ’। ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ନିକଟରେ ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ ହୋଇଛି। ଦ୍ୱିତୀୟ ଟ୍ରେଲର ଦେଖି ଯାହା ଜଣାପଡୁଛି ଫିଲ୍ମର ଷ୍ଟୋରୀରେ ଖୁବ୍ ରୋମରଞ୍ଚ ଭରି ରହିଛି।

Advertisment

ଫିଲ୍ମରେ କାର୍ ଓ ଟ୍ରକ୍‌ ସହ ଅଜୟଙ୍କ ଆକ୍ସନ ମଧ୍ୟ ଜବରଦସ୍ତ ଭାବେ ରହିଛି। ଟ୍ରେଲରରେ ଅଜୟ ଜଣେ ଆକ୍ସନ ହିରୋ ସହ ଛୋଟ ଝିଅ ସହ ଇମୋସନାଲ କାହାଣୀ ରହିଥିବାର ଦେଖାଯାଇଛି। ଫିଲ୍ମରେ ଆକ୍ସନ, ଡ୍ରାମା, ଲଭ ସବୁ ବର୍ଗର ଲୋକମାନଙ୍କ ପସନ୍ଦକୁ ନଜର ରଖି ନିର୍ମାଣ କରାଯାଇଥିବା ଫିଲ୍ମର ଦ୍ୱିତୀୟ ଟ୍ରେଲରରୁ ଜଣାପଡ଼ୁଛି।