ବବିଙ୍କ କଥା ଭୁଲି ନଥିଲେ, ପିଜି ପରେ ତାଙ୍କ ପତ୍ନୀଙ୍କୁ ପଠାଇଲେ ମେସେଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବବି ମିଶ୍ର ହେଉଛନ୍ତି ଓଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ବଡ଼ ପରଦାକୁ ଆସିବା ପୂର୍ବରୁ ସେ ବହୁ ଆଲ୍‌ବମ୍‌ରେ ଅଭିନୟ କରିଥିଲେ। ତାଙ୍କର ଫ୍ୟାନ୍‌ ସଂଖ୍ୟା କିଛି କମ୍ ନୁହେଁ। ଯେତେବେଳେ ସେ ଆଲ୍‌ବମ୍‌ କରୁଥିଲେ, ଲୋକଙ୍କ ମଧ୍ୟରେ ତାଙ୍କର ଯେଉଁ କ୍ରେଜ୍ ଥିଲା, ତାହା ବର୍ଣ୍ଣନା କରି ହେବ ନାହିଁ। ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଫିମେଲ୍‌ଙ୍କ ସଂଖ୍ୟା ଟିକେ ଅଧିକ। ଆଜି ଆମେ ତାଙ୍କର ସେହି ଫିମେଲ୍ ଫ୍ୟାନ୍‌ଙ୍କ ମଧ୍ୟରୁ ଜଣଙ୍କ ବିଷୟରେ […]

b

b

Biswobandita Swain
  • Published: Friday, 23 August 2019
  • Updated: 23 August 2019, 03:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବବି ମିଶ୍ର ହେଉଛନ୍ତି ଓଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ବଡ଼ ପରଦାକୁ ଆସିବା ପୂର୍ବରୁ ସେ ବହୁ ଆଲ୍‌ବମ୍‌ରେ ଅଭିନୟ କରିଥିଲେ। ତାଙ୍କର ଫ୍ୟାନ୍‌ ସଂଖ୍ୟା କିଛି କମ୍ ନୁହେଁ। ଯେତେବେଳେ ସେ ଆଲ୍‌ବମ୍‌ କରୁଥିଲେ, ଲୋକଙ୍କ ମଧ୍ୟରେ ତାଙ୍କର ଯେଉଁ କ୍ରେଜ୍ ଥିଲା, ତାହା ବର୍ଣ୍ଣନା କରି ହେବ ନାହିଁ। ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଫିମେଲ୍‌ଙ୍କ ସଂଖ୍ୟା ଟିକେ ଅଧିକ। ଆଜି ଆମେ ତାଙ୍କର ସେହି ଫିମେଲ୍ ଫ୍ୟାନ୍‌ଙ୍କ ମଧ୍ୟରୁ ଜଣଙ୍କ ବିଷୟରେ କହିବୁ। ସେ ଫ୍ୟାନ୍‌ ଜଣଙ୍କ ବବିଙ୍କ ପାଇଁ ପୂରା ପାଗଳ କହିଲେ ଚଳେ। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ, ଛୁଆ ବେଳୁ ଅର୍ଥାତ୍ ମାତ୍ର ୬ ବର୍ଷ ବୟସରୁ ସେ ହେଉଛନ୍ତି ବବିଙ୍କ ଫ୍ୟାନ୍‌।

ସବୁ ଫ୍ୟାନ୍‌ଙ୍କ ପରି ଏହି ଫ୍ୟାନ୍‌ଙ୍କର ମଧ୍ୟ ବବିଙ୍କୁ ଭେଟିବାର ଇଚ୍ଛା ଥିଲା। ଯେତେବେଳେ ସେ ବବିଙ୍କୁ ଭେଟିବାକୁ ପ୍ରଥମେ ପ୍ରୟାସ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୬ ବର୍ଷ ହୋଇଥିଲା। ସେ ବବିଙ୍କ ଘରକୁ ଆସିଥିଲେ ଓ ତାଙ୍କ ମ୍ୟାନେଜର୍‌ଙ୍କୁ ଭେଟିଥିଲେ। ମ୍ୟାନେଜର୍ ବବିଙ୍କୁ ଏ କଥା କହିଥିଲେ। ତେବେ ଏତେ କମ୍‌ ବୟସର ପିଲା ତାଙ୍କୁ କ’ଣ ଦେଖା କରିବ ଭାବି ବବି ଏହାକୁ ଏଡ଼ାଇ ଯାଇଥିଲେ। ସେହିଭଳି କାଳେ କିଛି ବିବାଦ ହେବ ବୋଲି ଭାବି ସେ ଝିଅଟିକୁ ଦେଖା କରି ନଥିଲେ। ତେବେ ପାଠପଢ଼ା ସରିଲେ ଭେଟ କରିବାକୁ ଝିଅଟିକୁ କହିଦେବାକୁ ବବି ତାଙ୍କ ମ୍ୟାନେଜର୍‌ଙ୍କୁ କହିଥିଲେ।

ୟା ପରେ ବହୁ ବର୍ଷ ବିତିଗଲା। ବବିଙ୍କ ବିବାହ ପରେ ଦିନେ ସେ ଝିଅ ତାଙ୍କ ପତ୍ନୀ କୋଏଲ୍‌ଙ୍କୁ ଏକ ମେସେଜ୍‌ କରି ଏସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ, ଏବେ ତାଙ୍କର ପିଜି ସରିଲାଣି। ଏବେ ସେ ବବିଙ୍କ ସହ ଭେଟ କରିପାରିବେ। ତାଙ୍କୁ ସାକ୍ଷାତ କରିବା ପାଇଁ ସେ ଦୀର୍ଘ ଦିନ ଧରି ଅପେକ୍ଷା କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିନି। ଏହି ମେସେଜ୍ ପଢ଼ି ଉଭୟ ବବି ଓ କୋଏଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏକ ସାକ୍ଷାତକାର ବେଳେ ବବି ଏ କଥା କହିଥିଲେ। ଅବଶ୍ୟ ସେ ଝିଅ ତାଙ୍କୁ ଭେଟ କରିପାରିଲା ନା ନାହିଁ ସେ ବିଷୟରେ ସେ କିଛି କହି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story