jeetendra
ମୁମ୍ବାଇ: ଭେଟେରାନ ଆକ୍ଟର ଜିତେନ୍ଦ୍ର ଶୋଭାଙ୍କୁ ଟେଲିଗ୍ରାଫ ମାଧ୍ୟମରେ ନିଜର ମନର କଥା ପଠାଉଥିଲେ। ଗୁରୁବାର ଏହା କହିଛନ୍ତି ୭୦ ତଥା ୮୦ ଦଶକର ରୋମାଣ୍ଟିକ୍ ହିରୋ ଜିତେନ୍ଦ୍ର। ଅଭିନେତ୍ରୀ ଶୀଳ୍ପା ସେଠୀ ଓ ବିଜିନେସ ଟାଇକୁନ୍ ରାଜ କୁନ୍ଦ୍ରାଙ୍କ ତିନିବର୍ଷର ପୁଅ ଭିଆନଙ୍କ ନାମରେ ଏକ ମୋବାଇଲର ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି।
୭୩ ବର୍ଷୀୟ ଜିତେନ୍ଦ୍ର କହିଛନ୍ତି, ‘ମୁଁ ଜାଣେନା ଏବେକାର ଯୁବଗୋଷ୍ଠୀ ମୋବାଇଲ ଫୋନକୁ କିପରି ସମ୍ଭାଳୁଛନ୍ତି। ଆମ ସମୟରେ ନା ଥିଲା ମୋବାଇଲ ଫୋନ ନା ଥିଲା ଲ୍ୟାଣ୍ଡ୍ ଫୋନ୍। କେବଳ ଟେଲିଗ୍ରାଫରେ ମନ କଥା ଲେଖି ପଠାଉଥିଲୁ। ମୁଁ ମୋର ପତ୍ନୀ ଶୋଭାଙ୍କୁ ପ୍ରେମ ନିବେଦନ ମଧ୍ୟ କରୁଥିଲି। ଏଥିରେ ସବୁବେଳେ ଧରାପଡିବାର ଭୟ ମଧ୍ୟ ଥିଲା।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/jeetendraaa.jpg)