Advertisment

ଦୁର୍ଘଟଣାରେ ଆଖିବୁଜିଲେ ସୋଶାଲ ମିଡିଆ ଷ୍ଟାର୍ ରାଉଡ଼ି ଭଟ୍ଟି

ନୂଆଦିଲ୍ଲୀ: ଚାଲିଗଲେ ସୋଶାଲ ମିଡିଆର ଫେମସ୍ ଷ୍ଟାର୍ ରାଉଡି ଭଟ୍ଟି। ଆଜି ତାଙ୍କ ଦେହାନ୍ତ ହୋଇଛି। ଏକ କାର୍ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ଜଣାପଡିଛି। ପୁଲିସ ସୂଚନା ମୁତାବକ, ଭଟ୍ଟି ଓ ତାଙ୍କର ଦୁଇ ସାଙ୍ଗ ମିଶି କାର୍ ଯୋଗେ ଏକ ପାର୍ଟିରୁ ଫେରୁଥିଲେ । ଏତିକି ବେଳେ ଅଧରାସ୍ତାରେ ଚୁହାଡପୁର ଅଣ୍ଡରପାସ୍ ନିକଟରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଉଡି ଭଟ୍ଟିଙ୍କ ମୃତ୍ୟୁ ହୋଇଥିଲା। […]

ଦୁର୍ଘଟଣାରେ ଆଖିବୁଜିଲେ ସୋଶାଲ ମିଡିଆ ଷ୍ଟାର୍ ରାଉଡ଼ି ଭଟ୍ଟି

rohit-rowdy-bhati

Advertisment

ନୂଆଦିଲ୍ଲୀ: ଚାଲିଗଲେ ସୋଶାଲ ମିଡିଆର ଫେମସ୍ ଷ୍ଟାର୍ ରାଉଡି ଭଟ୍ଟି। ଆଜି ତାଙ୍କ ଦେହାନ୍ତ ହୋଇଛି। ଏକ କାର୍ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ଜଣାପଡିଛି।

Advertisment

ପୁଲିସ ସୂଚନା ମୁତାବକ, ଭଟ୍ଟି ଓ ତାଙ୍କର ଦୁଇ ସାଙ୍ଗ ମିଶି କାର୍ ଯୋଗେ ଏକ ପାର୍ଟିରୁ ଫେରୁଥିଲେ । ଏତିକି ବେଳେ ଅଧରାସ୍ତାରେ ଚୁହାଡପୁର ଅଣ୍ଡରପାସ୍ ନିକଟରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଉଡି ଭଟ୍ଟିଙ୍କ ମୃତ୍ୟୁ ହୋଇଥିଲା।

Who is Rohit Bhati aka Rowdy Vardaat? The Instagram influencer who died in  a car crash at Greater Noida

ତାଙ୍କର ଦୁଇ ଜଣ ସାଙ୍ଗ ଗୁରୁତର ଅଛନ୍ତି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସେପଟେ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି।

Advertisment

A 25-year-old social media influencer, Rohit Bhati passes away in a car  crash

ଇନ୍‌ଷ୍ଟାଗ୍ରାମ ଷ୍ଟାର୍ ରାଉଡି ଭଟ୍ଟି ନାଁରେ ଜଣାଶୁଣା ଭଟ୍ଟି ଗ୍ରେଟର ନୋଏଡାରେ ରହୁଥିଲେ। ସେ ତାଙ୍କ ଭିଡିଓ ଏବଂ ରିଲ୍ ପାଇଁ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୯୦୦ ହଜାରରୁ ଅଧିକ ଫଲୋଅର୍ସ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe